Advertisements
Monday, June 1, 2020
Home Corona Lockdown ସଟ୍ ଡାଉନ୍ ରେ ମେଲଛାମୁଣ୍ଡାର ତେଲମହୁଲ ଗ୍ରାମ

ସଟ୍ ଡାଉନ୍ ରେ ମେଲଛାମୁଣ୍ଡାର ତେଲମହୁଲ ଗ୍ରାମ

ରିପୋର୍ଟ: ଜଗବନ୍ଧୁ ସାହୁ //
ବରଗଡ଼(୧୭/୦୫): ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ତେଲମହୁଲ ଗ୍ରାମକୁ ଦିନକ ପାଇଁ ସଟ୍ ଡାଉନ୍ ଘୋଷଣା କଲେ ମେଲଛାମୁଣ୍ଡା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସୁନୀତା ବରିହା ।

ଅଞ୍ଚଳର ବରିହାପାଲି , ଭୁନ୍ଦୁବାହାଲ , ପଲସାପାଲି , ଚାଣ୍ଟିପାଲି ଇତ୍ୟାଦି ଗ୍ରାମର ପ୍ରବାସୀ ଓଡ଼ିଆ ମାନଙ୍କୁ ଆଣି ବାହାର ରାଜ୍ୟ ରୁ ଆସିଥିବା ବସଗାଡି ଗତ ୧୬ ତାରିଖ ସଂନ୍ଧ୍ୟା ରେ ତେଲମହୁଲ ଗ୍ରାମ ନିକଟରେ ଅଟକି ରହିଥିଲା । ସେଠାରେ ଥିବା ଏକ ନଳିଆ ରେ ପ୍ରବାସୀ ଓଡିଆ ଶ୍ରମିକ ମାନେ ଶୌଚ କରି ମିଳାମିଶା କରିଥିଲେ । କରୋନା ସଂକ୍ରମଣ ଓ ଭୟାବହତା କୁ ଆଖି ଆଗରେ ରଖି ସତର୍କତା ଅବଲମ୍ବନ ପୂର୍ବକ ସ୍ଥାନୀୟ ତେଲମହୁଲ ଗ୍ରାମକୁ ୧୭ ତାରିଖ ପ୍ରାତଃ ଘ: ୪ ଟା ରୁ ୧୮ ତାରିଖ ସକାଳ ଘ: ୬ ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସଟ୍ ଡାଉନ୍ ଘୋଷଣା କରିଛନ୍ତି ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ବାରିକ ନିଜର ଜିଲ୍ଲାପାଳ କ୍ଷମତା ର ସଦଉପଯୋଗ କରି ।

ନିର୍ଦ୍ଦେଶ କୁ କଡ଼ାକଡ଼ି ଭାବରେ ପାଳନ ଏବଂ ସହଯୋଗ କରି ନିଜର ତଥା ଦେଶର ଧନଜୀବନକୁ ସୁରକ୍ଷା କରିବା ନିମନ୍ତେ ଅନୁରୋଧ କରିଛନ୍ତି । ଦରକାର ପଡ଼ିଲେ ଆହୁରି ଅଧିକ ଗୋଟିଏ ଦିନକ ପାଇଁ ମଧ୍ୟ ସଟ୍ ଡାଉନ୍ ବଢ଼ାଇବାକୁ ନିଷ୍ପତ୍ତି ନିଆଯାଇପାରେ ବୋଲି ଶ୍ରୀମତୀ ସରପଞ୍ଚ ସୂଚନା ଦେଇଛନ୍ତି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବନ୍ଦେ ଉତ୍କଳ ଜନନୀ ଗାଇଲା ସମଗ୍ର ଝାରସୁଗୁଡା

ରିପୋର୍ଟ .ପ୍ରଶାନ୍ତ ମାଝୀ //ଝାରସୁଗୁଡା (୩୦/୫/୨୦୨୦): କରୋନା ଯୁଦ୍ଧରେ ସାମିଲ ଯୋଦ୍ଧାଙ୍କ ତ୍ୟାଗ ଓ ସେବା ମନୋଭାବ ପ୍ରତି ସମ୍ମାନ ପ୍ରଦର୍ଶନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଶନିବାର...

ବିଦେଶୀ ମଦ ଦୋକାନରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ୬ଗିରଫ, କାର ଓ ସ୍କୁଟି ଜବତ

ରିପୋର୍ଟ: ବିମଳେନ୍ଧୁ ସାହୁ //ଲୋଇସିଂହା (୩୦/୦୫): ବଲାଂଗୀର ଜିଲ୍ଲା ଲୋଇସିଂହା ସ୍ଥିତ ବିଦେଶୀ ମଦ ଦୋକାନରେ କିଛି ଯୁବକ ଗଣ୍ଡଗୋଳ କରି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି ।...

କାଶିପୁରରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ

ରିପୋର୍ଟ: ଦେବେନ୍ଦ୍ର ନାୟକ //କାଶିପୁର (୩୦.୦୫.୨୦୨୦): କାଶିପୁରରେ ବନ୍ଦେ ଉତ୍କଳ ଜନନୀ ଗାନ ବିଭିନ୍ନ କାର୍ଯ୍ୟାଳୟ ସମେତ ଘରେ ଘରେ ଗାନ କରାଯାଇଛି | କୋଭିଡ ଯୁଦ୍ଧରେ ଲୋକଙ୍କ...

କରୋନା ସୁପର୍ ସିକ୍ସ୍ ରେ ଭୟଭୀତ ବରଗଡ଼

ରିପୋର୍ଟ: ଜଗବନ୍ଧୁ ସାହୁ //ବରଗଡ଼ (୩୦/୦୫): କରୋନାର ସୁପର୍ ସିକ୍ସ୍ ରେ ଅର୍ଥାତ କରୋନା ମହାମାରୀର ଏହି ଲକଡାଉନ୍ ସମୟରେ ଗୋଟିଏ ଦିନରେ ଛଅ ଜଣ ଯାକ ବରଗଡ଼...

Recent Comments

%d bloggers like this: