୪ଜଣ ଜୁଆଡ଼ିଙ୍କୁ ଗିରଫ କଲା ପାଟକୁରା ପୋଲିସ

2
95
କଲା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦ୍ରାପଡା, (୦୮/୦୬) : ପାଟକୁରା ଥାନା ଅଞ୍ଚଳର ବିଭିନ୍ନ ଯାତ୍ରା ପଡିଆରେ ଦୀର୍ଘ ଦିନ ଧରି ବେଆଇନ ଭାବେ ଚାଲିଛି ଜୁଆ ଅଡ୍ଡା । ଯାହାକୁ ନେଇ ଗ୍ରାମଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଉଛି ।

ବେକାର ଶିଳ୍ପ ବିହିନ କେନ୍ଦ୍ରାପଡ଼ା ଜିଲ୍ଲାରେ ବେକାର ଯୁବକ ମାନେ ଜୁଆ ଖେଳି ସର୍ବଶାନ୍ତ ହୋଇପଡିଲେଣି ।ଗତକାଲି ପାଟକୁରା ଥାନା ଆଖୁଆ ଓଡ଼ଙ୍ଗ ଯାତ୍ରା ପଡିଆରେ ଯାତ୍ରା ଚାଲୁଥିବା ସମୟରେ କିଛି ଆସାମଜିକ ଗୋଷ୍ଠୀ ଖୁଲମ ଖୁଲା ଜୁଆ ଖେଳୁଥିଲେ । କୌଣସି ସୂତ୍ରରୁ ଖବର ପାଇ ପାଟକୁରା ପୋଲିସ ୪ଜଣ ଜୁଆଡ଼ିଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

2 COMMENTS

Comments are closed.