ସ୍ଥିତି ଅନୁଧ୍ୟାନ କଲେ ମନ୍ତ୍ରୀ ଓ ସଚିବ

0
150
ସ୍ଥିତି ଅନୁଧ୍ୟାନ

ରିପୋର୍ଟ : ନରୋତ୍ତମ ପାଢୀ
ବିଷମ କଟକ, (୬/୬) ସ୍ଥିତି ଅନୁଧ୍ୟାନ କଲେ ମନ୍ତ୍ରୀ ଓ ସଚିବ । ଆଜି ସକାଳୁ ମାନ୍ୟବର ମନ୍ତ୍ରୀ ଶ୍ରୀ ସରବାସାଚି ନାୟକ ଆଇନ୍ ମନ୍ତ୍ରୀ ଜଗନ୍ନାଥ ସାରକା, ରାଜ୍ୟ ବିଜେଡି ସଂଗଠନ ସମ୍ପାଦକ ବବି ଦାସ, ବିଜୁ ସ୍ବାସ୍ଥ୍ୟ ଉପଦେଷ୍ଟା ଶ୍ରୀ ସୁଧିର ଦାସ, ଆଦିବାସୀ ଉପଦେଷ୍ଟା ଶ୍ରୀ ପୃଥିବୀରାଜ ସାହୁ, ଜେତିପ୍ରସଦ ସାହୁ, ବ୍ଳକ ଉପାଧ୍ୟକ୍ଷ ତଥା ବିଜେଡି ସଭାପତି ଦେବୀପ୍ରସାଦ ପଟ୍ଟନାୟକ,ନାନୁ ପଣ୍ଡା,ଡି ଶିବା, ଗୋପାଳ ପଟ୍ଟନାୟକ, ମୁନିଗୁଡା ବ୍ଳକ ସଭାପତି ରତ୍ନ ଜୈନ, ଜଗନ୍ନାଥ ନୁଣ୍ଡୁରୁକା ଦଳର ସମସ୍ତ ଯୋଗ ଦେଇଥିଲେ ।

ସ୍ଥିତି ଅନୁଧ୍ୟାନ କଲେ ମନ୍ତ୍ରୀ ଓ ସଚିବ । କାରଣ ଆସନ୍ତା ୮/୦୬/୨୦୨୩ ରିଖ ସକାଳୁ ୮ ଘଣ୍ଟା ସମୟରେ 5T କମିସନର ଶ୍ରୀ ଭି କେ ପାଣ୍ଡିୟାନ୍ ଆସୁଥିବା ର ଏଥି ପୂର୍ବରୁ ମନ୍ତ୍ରୀ ଓ ଅନ୍ୟାନ୍ୟ ମାନେ 5T କମିସନର ଶ୍ରୀ ପାଣ୍ଡିୟାନ୍ ଯୋଉଁ ଯୋଉଁ ସ୍ଥାନ ଯିବେ ତାହା ପରିଦର୍ଶନ କରିଥିଲେ ଚାଟିକଣା ଇଶ୍ଵର ମନ୍ଦିର, କୁଲି, ବିଷମକଟକ ନିଳିଆବଦ୍ଧ, ଜଗନ୍ନାଥ ମନ୍ଦିର ଯିବାର କାର୍ଯ୍ୟକ୍ରମ ଅଛି, ଶ୍ରୀ ପାଣ୍ଡିୟାନ୍ ବିଷମକଟକ ମିନି ଷ୍ଟାଡିୟମରେ ହେଲିକେପ୍ଟରରେ ଯୋଗେ ଆସିବାର କାର୍ଯ୍ୟକ୍ରମ ରହିଛି । ଅନିଲ,ପ୍ରଶାନ୍ତ ପାତ୍ର, ବଡ ଗୌଡ, ମହେନ୍ଦ୍ର ଚୌହାନ, ଗୁଣ୍ଡୁ ସୁଦର୍ଶନ, ପାଡି ବିଜେଡି, କେଶବ ଉତ୍ତର ଶିଲା ଓ ବିଷମକଟକ ଅଧ୍ୟକ୍ଷ ଉପସ୍ଥିତ ରହିଥିଲେ ।