ପାଣି ପାଇଁ ରାସ୍ତା ରୋକ

0
178
ପାଇଁ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧/୫) : ପାଣି ପାଇଁ ଲୋକେ ହାହାକାର ହୋଇ ଶେଷ ରେ ରାସ୍ତା ରୋକ କୁ ଆପଣେଇଲେଣି ।

ଆଜି ଗଜପତି ଜିଲ୍ଲା କାଶୀନଗର ବ୍ଲକ ସିଧା ମାଡାଙ୍ଗ ପଞ୍ଚାୟତ ସିଧା ମାଡାଙ୍ଗ ଗ୍ରାମ ବାସି ମହିଳା ଓ ପୁରୁଷ ରାସ୍ତାରେ ମାଠିଆ ଓ ଗାରିଆ ଧରି ଅଭିନବ ପ୍ରତିବାଦ କରିଛନ୍ତି ଓ ଶେଷ ରେ ରାସ୍ତା ରୋକ କରି ଗାଡି ମୋଟର କୁ ବନ୍ଦ କରିଦେଇଛନ୍ତି । ଶେଷ ରେ ରାୟଗଡା, ଗୁଣୁପୁର, କାଶୀନଗର ରୂ ଜିଲ୍ଲା ମହକୁମା କୁ ଯିବା ଲୋକ ନାହିଁ ନ ଥିବା ହଇରାଣ ରେ ପଡିଛନ୍ତି । ରିପୋର୍ଟ ଲେଖିବା ସୁଦ୍ଧା କୌଣସି ଅଧିକାରୀ ଘଟଣାସ୍ଥଳରେ ପହଂଚି ନ ଥିବା ଜଣାପଡିଛି।