Thursday, March 28, 2024

Top 5 This Week

Related Posts

ତୃତୀୟ ଦିନରେ ପହଁଚିଲା ଗ୍ରାମ ଦେବୀଙ୍କ ପର୍ବ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୯/୦୫) : ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମାଆ ଗ୍ରାମ ଦେବୀ ଙ୍କ ପୀଠରେ ବାର୍ଷିକ ପାଦ ମହୋତ୍ସବ ଆଜି ତୃତୀୟ ଦିନ ରେ ପହଁଚିଛି ।

ପ୍ରତ୍ୟେକ ଦିନ ଦେବୀ ଙ୍କ ସକାଳ ପୂଜା ଆରତୀ ହେବା ପରେ ଅପରାହ୍ନ ରେ ଭୋଗ ଲଗା ହେବା ପରେ ସନ୍ଧ୍ୟା ରେ ସାହି ସାହି ଭ୍ରମଣ କରି ମାଆ ଙ୍କ ଫୁଲ ଚାଙ୍ଗୁଡ଼ି ଓ କଳସ ପରିକ୍ରମା କରାଯାଇଥାଏ । ରାତ୍ରିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ । ଏ ସମ୍ପର୍କରେ କାଶୀନଗର ର ପୂର୍ବତନ ଚେୟାରମ୍ୟାନ ଏସ ବୈକୁଣ୍ଠ ରାଓ ଓ ଟୁଲୁଗୁ ରାମରାଓ ନିଜ ସାହିର ପରମ୍ପରା ଉପରେ ଯାହା କୁହନ୍ତି ।

Popular Articles