ଅନ୍ତର୍ଜାତୀୟ କୃଷି ଉନ୍ନୟନ ପାଣ୍ଠି ଚାରି ଜଣୀୟ ଟିମ୍ ବିଷମ କଟକ ବ୍ଲକ ଗ୍ରସ୍ତ

0
144
ଅନ୍ତର୍ଜାତୀୟ କୃଷି

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୨୭/୫) : ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ଅନ୍ତର୍ଜାତୀୟ କୃଷି ଉନ୍ନୟନ ପାଣ୍ଠି (IFAD) ରୋମ, ଇଟାଲୀର ଚାରି ଜଣିଆ ମୂଲ୍ୟାୟନ ଦଳ ଦୁଇ ଦିନ ଧରି ଓପିଲିପି- ଡ଼ଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ପରିଦର୍ଶନ କରିଥିଲେ ।WhatsApp Image 2023 05 27 at 11.25.38 ଅନ୍ତର୍ଜାତୀୟ କୃଷି ଉନ୍ନୟନ ପାଣ୍ଠି ଚାରି ଜଣୀୟ ଟିମ୍ ବିଷମ କଟକ ବ୍ଲକ ଗ୍ରସ୍ତ

ଅନ୍ତର୍ଜାତୀୟ କୃଷି ଉନ୍ନୟନ ପାଣ୍ଠି ଚାରି ଜଣୀୟ ଟିମ୍ ବିଷମ କଟକ ବ୍ଲକ ଗ୍ରସ୍ତ । ସୁଶ୍ରୀ ପାମେଲା white ଙ୍କ ନେତୃତ୍ୱରେ ସୁଶ୍ରୀ ସୁନିତା ରଙ୍ଗସ୍ୱାମୀ, ସୁଶ୍ରୀ ହନା ଡେନ ବୋର, ଶ୍ରୀ କେ.ବାଳସୁବ୍ରମଣିଆ ପ୍ରମୁଖ ସନ୍ୟାସୀଗୁଡା, ସୌରଗୁଡା, ଖାଂବେସି ଓ ଖଜୁରି ଗ୍ରାମ ରେ ସୌର ଶକ୍ତି ଜଳସେଚନ ଵ୍ୟଵସ୍ଥା, କୁକୁଡ଼ା ଚାଷ ଛେଳି ପାଳନ, ଗୋଷ୍ଠି ଗୃହ, ଖଲି ଉତ୍ପାଦନ କେନ୍ଦ୍ର, ସିଲେଇ କେନ୍ଦ୍ର, ଚାରା ଉପ୍ତାଦନ କେନ୍ଦ୍ର, ସପୁରୀ ଓ ହଳଦୀ ଚାଷ ସୌର ପରିଚାଳିତ ଶୀତଳ ଭଣ୍ଡାର ଇତ୍ୟାଦି ପରିଦର୍ଶନ କରିବା ସହ ବ୍ୟକ୍ତିଗତ ହିତାଧିକାରୀ, ଗ୍ରାମ୍ୟ ଉନ୍ନୟନ କମିଟି ର ସଭ୍ୟ, ସଭ୍ୟ, ସ୍ୱୟଂ ସହାୟକ ଗୋଷ୍ଠି ର ସଭ୍ୟା, ଡ଼ଙ୍ଗରିଆ ବିଜ୍ଞାନ ସ୍ନାତକ ଯୁବକ ଏବଂ କୁର୍ଲି, ଚାଂଚଡ଼ାଗୁଡା, ଡାଲିଆକୁଜି ଗ୍ରାମ ପଞ୍ଚାୟତ ର ସରପଞ୍ଚ ମାନଙ୍କ ସହ ବିଷଦ ଭାବେ ଗତ ୬ ବର୍ଷ ରେ ଓପିଲିପି କାର୍ଯ୍ୟକ୍ରମ ବିଷୟରେ ବିଷଦ ଭାବେ ଆଲୋଚନା କରି ବେଶ ସନ୍ତୋଷ ବ୍ୟକ୍ତ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ କୁ ଓପିଲିପି ର କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ ।