ସାରା ଗ୍ରାମ ରେ ଦ୍ଵିତୀୟ ସ୍ତ୍ରୀ ଙ୍କୁ ନୃଶଂସ ହତ୍ୟା ଅଭିଯୋଗ

0
216
ସାରା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୫/୦୫) : ଗଜପତି ଜିଲ୍ଲା କାଶୀନଗର ଥାନା ଅଞ୍ଚଳ ର ସାରା ଗ୍ରାମ ରେ ଏକ ନୃଶଂସ ହତ୍ୟା ଘାଟଥିବା ବିଷୟ ସାରା ଥାନା ଅଞ୍ଚଳରେ ଚହଳ ସୃଷ୍ଟି କରିଛି ।

ବର୍ତମାନ ମିଳିଥିବା ଖବର ଅନୁସାରେ ସାରା ଗ୍ରାମ ର ମୁନା କାର୍ଜି ନାମକ ଜନୈକ ଯୁବକ ତାଙ୍କ ର ଦ୍ଵିତୀୟ ସ୍ତ୍ରୀ କୁ ଗଳା କାଟି ଏକ ତୋଟା ରେ ହାତ, ଗଳା କାଟି ନୃଶଂସ ଭାବେ ହତ୍ୟା କରିଥିବା ଓ କତା ମୁଣ୍ଡ କୁ ନିଜ ଘର ବାରଣ୍ଡାରେ ରଖି ଥିବା ସମଗ୍ର ଗାଁ ଓ ଆଖ ପାଖ ଅଞ୍ଚଳ ରେ ଚହଳ ଓ ଭୟ ସୃଷ୍ଟି କରିଛି । କାଶୀନଗର ପୋଲିସ କୌଣସି ସୂତ୍ରରୁ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତନାଘନା ତଦନ୍ତ ଆରମ୍ଭ କରିଦେଇଛି ।ପାରଳାଖେମୁଣ୍ଡି ରୂ ଏସ ଡ଼ି ପି ଓ ମଧ୍ୟ ଘଟଣା ସ୍ଥଳ ରେ ସଦଳବଳ ସ୍ୱଷ ପହଞ୍ଚିଥିବା ଜଣାପଡିଛି । ନିଜ ସ୍ତ୍ରୀ କୁ କାହିଁକି ହତ୍ୟା କଲା ନୃଶଂସ ସ୍ୱାମୀ ତାହାର କରଣ ଜଣାପଡ଼ିନାହିଁ ।