ଆଜିର କାଳବୈଶାଖ ର ତାଣ୍ଡବ-ଜଣକର ଗଛ ପଡି ମୃତ୍ୟୁ ଓ ଜଣେ ଗୁରୁତର

ଵରଗଡ଼ (ସୂର୍ଯ୍ୟ ମିଶ୍ର): ଆଜିର କାଳବୈଶାଖ ର ତାଣ୍ଡବ ରେ ବରଗଡ଼ ଜିଲ୍ଲା ବରଗାଁ ପଂଚାୟତ ଅନ୍ତର୍ଗତ ପତାକରପଲ୍ଲୀ ଗ୍ରାମ ରେ ମିନେଇ ଗୋଚ୍ଛାୟତ(55) ନାମକ ଜଣକର ଗଛ ପଡି ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ରାମ ଭୋଇ(40) ନାମକ ବ୍ୟକ୍ତି ଗୁରୁତର ଅଛନ୍ତି |

Comments are closed.