Friday, March 29, 2024

Top 5 This Week

Related Posts

କାଶୀନଗର ବ୍ଲକ ରେ ଦଶମ ଶ୍ରେଣୀ ରେ ଶତ ପ୍ରତିଶତ ରେଜଲ୍ଟ.

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୮/୫) : କାଶୀନଗର ବ୍ଲକ ରେ ଦଶମ ଶ୍ରେଣୀ ରେ ଶତ ପ୍ରତିଶତ ରେଜଲ୍ଟ.। ଚଳିତ ବର୍ଷ ଦଶମ ବୋର୍ଡ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି ।

ଗଜପତି ଜିଲ୍ଲା କାଶୀନଗର ବ୍ଲକ ରେ ଦଶମ ଶ୍ରେଣୀ ରେ ଏ ଯାଏଁ ମିଳିଥିବା ସୂଚନା ମୁତାବକ ଶତ ପ୍ରତିଶତ ରେଜଲ୍ଟ ରହିଥିବା ଜଣାପଡିଛି । କାଶୀନଗର ହାଇସ୍କୁଲରେ ୧୮୫ ପିଲାଙ୍କ ମଧ୍ୟରୁ B1 12 , B2 ରେ 57, C 74, D35, A 07 ଓ ଅନୁପସ୍ଥିତି ୦୬ ପିଲା ରହିଛନ୍ତି, ଖାରଡ଼ା ହାଇସ୍କୁଲ ରେ A2 03, B1 ରେ 14, B2 ରେ 34, C23, D 7, E4 ଓ ଶିଆଳି ରେ ୩୬ ରୂ ୩୬ ସେହିଭଳି ଖଣ୍ଡାବା ହାଇସ୍କୁଲ ରେ ୩୯ ରୁ ୩୮ ଜନ ପାଶ ହୋଇଛନ୍ତି । ସେହିଭଳି ଚୁଡ଼ଙ୍ଗୀ ପୁର ହାଇସ୍କୁଲ ରେ 30 ପରୀକ୍ଷା ଦେଇଥିଲେ ୩୦ ପାଶ ହୋଇଛନ୍ତି । ଅଲଡା ବିଜୟାନନ୍ଦ ହାଇସ୍କୁଲ ରେ ୭୩ ରୁ B1 ରେ 04, B2 32, C 29, D 1 ଓ E 1 ପାସ କରି ଶତ ପ୍ରତିଶତ ପରୀକ୍ଷା ଫଳ ହୋଇଥିବାରୁ ଛାତ୍ର ଛାତ୍ରୀ ଅବିଭାବକ ମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି ।

Popular Articles