Thursday, March 28, 2024

Top 5 This Week

Related Posts

ବାର୍‌ହା ଆକ୍ରମଣରେ ଜଣେ ଗୁରୁତର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୧୮/୦୫) : ଜଙ୍ଗଲୀ ବାର୍‌ହା ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି । ଗ୍ରାମର ଅକୁର ସ୍ଵାଇଁ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ଆଜି ସକାଳୁ ଚାଷଜମିରେ ଅକୁର କାମ କରିବା ସମୟରେ ହଠାତ ଏକ ବାର୍‌ହା କେଉଁଆଡୁ ଚାଲିଆସିଥିଲା । ତାଙ୍କର ଦୁଇ ଗୋଡ଼ ହାତକୁ ବାରାହା କାମୁଡ଼ି ଦେବା ଫଳରେ ସେ ଗୁରୁତର ହୋଇପଡ଼ିଥିଲେ । ଚାରିଆଡୁ ରକ୍ତାକ୍ତ ହୋଇ ନିସ୍ତେଜ ହୋଇଯାଇଥିଲେ । ପ୍ରଥମେ ବ୍ରହ୍ମପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

Popular Articles