କଲେଜକୁ ଅନୁଦାନ ମଞ୍ଜୁରୀ : ଧନ୍ୟବାଦ ଅର୍ପଣ ବୈଠକ

0
83
କଲେଜକୁ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୬/୦୫) : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ 5T ସଚିବଙ୍କ ଗଜପତି ଗସ୍ତ ବେଳେ କାଶୀନଗର ଶ୍ରୀରାମ ଡ଼ିଗ୍ରୀ କଲେଜକୁ ଓ ଶ୍ରୀରାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ପଚାଶ ଲକ୍ଷ ଟଙ୍କା ଅନୁଦାନ ଦେଇଛନ୍ତି ।WhatsApp Image 2023 05 16 at 12.08.53 1 କଲେଜକୁ ଅନୁଦାନ ମଞ୍ଜୁରୀ : ଧନ୍ୟବାଦ ଅର୍ପଣ ବୈଠକ

କଲେଜକୁ ଅନୁଦାନ ମଞ୍ଜୁରୀ । ସେହି ଅନୁଦାନ ଅର୍ଥ କଲେଜର କି କି ଭିତିଭୂମି ବିକାଶର ଉପଯୋଗ ହେବ । ଉକ୍ତ ଅନୁଦାନ ଅର୍ଥ ପାଇଁ କଲେଜ ଛାତ୍ର ଛାତ୍ରୀ ଅଧ୍ୟାପକ କର୍ମଚାରୀ ମାନେ ମୁଖ୍ୟମନ୍ତ୍ରୀ ଙ୍କ 5T ସଚିବ ଦେଖାଇଥିବା ଅନୁକମ୍ପା ନିମନ୍ତେ ବ୍ଲକ ପରିସରରେ ବି ଡି ଓ କପିଳେଶ୍ୱର ତାଣ୍ଡିଙ୍କ ପ୍ରାୟୋଜିତ ବୈଠକରେ ଡ଼ିଗ୍ରୀ କଲେଜ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବନପଲ୍ଲୀ ଓ ଶ୍ରୀ ରାମ କଲେଜ ଅଧ୍ୟକ୍ଷ ନବକୃଷ୍ଣ ସାହୁକାର ଉପସ୍ଥିତି ରେ ଛାତ୍ରଛାତ୍ରୀମାନେ କେତେ ଉତ୍ସାହିତ ଆଗ୍ରହୀ ମାଧ୍ୟମରେ ବିନିମୟ କରିଥିଲେ । ଶେଷରେ କଲେଜ ର ଅଧ୍ୟାପକ ଓ ଛାତ୍ରଛାତ୍ରୀ ମାନେ କର୍ମଚାରୀ ମାନେ ଓ ବ୍ଲକର ଏ ଇ ବିଶ୍ୱନାଥ ମହାରଣା ଉପସ୍ଥିତି ରେ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା ।