Advertisements
Monday, June 1, 2020
Home headline କାଳବୈଶାଖୀର ତାଣ୍ଡବ-୧୪ରୁ ଉର୍ଦ୍ଧ ଘର ଭାଙ୍ଗି ଚୁରମାର

କାଳବୈଶାଖୀର ତାଣ୍ଡବ-୧୪ରୁ ଉର୍ଦ୍ଧ ଘର ଭାଙ୍ଗି ଚୁରମାର

ରିପୋର୍ଟ: ରାଜକମଲ ପୁରୋହିତ //
ଚିତ୍ରକୋଣ୍ଡା (୨୯/୦୪): ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଦୁଇଟି ଗ୍ରାମ ଯଥା ତତ୍ୱମାନଗୁଡା ଓ ଆରଏସସି ୧୩ରେ କାଲି କାଳ ବୈଶାଖିରେ ୧୪ରୁ ଉର୍ଦ୍ଧ୍ବ ବଖରା ଘରଭାଙ୍ଗି ବହୁ ପରିମାଣର କ୍ଷତି ଘଟିଛି ।

ଚିତ୍ରକୋଣ୍ଡା ବ୍ଲକର ବହୁ ଗ୍ରାମରେ ଗଲା କାଲି ଅପରାହ୍ନରେ ହଠାତ କାଳ ବୈଶାଖି ମାଡିଆସି ଜୋରରେ ଝଡ଼ ପବନ ତୋଫାନ ବହିବା ସହିତ ଘଡଘଡି ବହୁ ପରିମାଣରେ କୁଆ ପଥର ଝଡ଼ ବର୍ଷା ବହୁ ସମୟ ଧରି ଲାଗି ରହିଥିଲା | ସେଥିରେ ଦୁଇଟି ଗ୍ରାମରେ ବହୁ କ୍ଷୟକ୍ଷତି ହୋଇଥିଲା । ଆଜି ସନ୍ଧ୍ୟା ସୁଧା ବିଭିନ୍ନ ଗ୍ରାମ ପଞ୍ଚାୟତର ରାଜସ୍ବ ନିରୀକ୍ଷକ ଠାରୁ ଆସିଥିବା ତଥ୍ୟ ଅନୁସାରେ ,ଚିତ୍ରକୋଣ୍ଡା ତହସିଲଦାର ଟି. ପଦ୍ମନାଭ ଦୋରା ବିଭିନ୍ନ ପଞ୍ଚାୟତ ବୁଲି କ୍ଷୟକ୍ଷତି ପରିବାର ମାନଙ୍କୁ ଜରୁରୀ ପରିସ୍ଥିତି ପାଇଁ ଚିତ୍ରକୋଣ୍ଡା ତହସିଲଦାର ପଲିଥିନି ସହାୟତା ଯୋଗାଇ ଦେବୀ ବୋଲି କହିଛନ୍ତି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବନ୍ଦେ ଉତ୍କଳ ଜନନୀ ଗାଇଲା ସମଗ୍ର ଝାରସୁଗୁଡା

ରିପୋର୍ଟ .ପ୍ରଶାନ୍ତ ମାଝୀ //ଝାରସୁଗୁଡା (୩୦/୫/୨୦୨୦): କରୋନା ଯୁଦ୍ଧରେ ସାମିଲ ଯୋଦ୍ଧାଙ୍କ ତ୍ୟାଗ ଓ ସେବା ମନୋଭାବ ପ୍ରତି ସମ୍ମାନ ପ୍ରଦର୍ଶନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଶନିବାର...

ବିଦେଶୀ ମଦ ଦୋକାନରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ୬ଗିରଫ, କାର ଓ ସ୍କୁଟି ଜବତ

ରିପୋର୍ଟ: ବିମଳେନ୍ଧୁ ସାହୁ //ଲୋଇସିଂହା (୩୦/୦୫): ବଲାଂଗୀର ଜିଲ୍ଲା ଲୋଇସିଂହା ସ୍ଥିତ ବିଦେଶୀ ମଦ ଦୋକାନରେ କିଛି ଯୁବକ ଗଣ୍ଡଗୋଳ କରି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି ।...

କାଶିପୁରରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ

ରିପୋର୍ଟ: ଦେବେନ୍ଦ୍ର ନାୟକ //କାଶିପୁର (୩୦.୦୫.୨୦୨୦): କାଶିପୁରରେ ବନ୍ଦେ ଉତ୍କଳ ଜନନୀ ଗାନ ବିଭିନ୍ନ କାର୍ଯ୍ୟାଳୟ ସମେତ ଘରେ ଘରେ ଗାନ କରାଯାଇଛି | କୋଭିଡ ଯୁଦ୍ଧରେ ଲୋକଙ୍କ...

କରୋନା ସୁପର୍ ସିକ୍ସ୍ ରେ ଭୟଭୀତ ବରଗଡ଼

ରିପୋର୍ଟ: ଜଗବନ୍ଧୁ ସାହୁ //ବରଗଡ଼ (୩୦/୦୫): କରୋନାର ସୁପର୍ ସିକ୍ସ୍ ରେ ଅର୍ଥାତ କରୋନା ମହାମାରୀର ଏହି ଲକଡାଉନ୍ ସମୟରେ ଗୋଟିଏ ଦିନରେ ଛଅ ଜଣ ଯାକ ବରଗଡ଼...

Recent Comments

%d bloggers like this: