Friday, August 14, 2020
Home Corona Virus Awereness ଚିତ୍ରକୋଣ୍ଡା ପୋଲିସ ପକ୍ଷରୁ ସାଇକେଲରେ କରୋନା ସଚେତନତା

ଚିତ୍ରକୋଣ୍ଡା ପୋଲିସ ପକ୍ଷରୁ ସାଇକେଲରେ କରୋନା ସଚେତନତା

ରିପୋର୍ଟ: ରାଜକମଲ ପୁରୋହିତ //
ଚିତ୍ରକୋଣ୍ଡା (୨୯/୦୪): ଚିତ୍ରକୋଣ୍ଡା ପୁଲିସ ଆନୁକୂଲ୍ୟରେ ଅଭିନଵ ଉପାୟରେ ଗାଁ ଗାଁ ରେ କଲେ ସଚେତନ ଓ ବାଣ୍ଟିଲେ ମାସ୍କ |

ଚିତ୍ରକୋଣ୍ଡା ଥାନା ଆନୁକୂଲ୍ୟରେ ଥାନା ଅଧିକାରୀ ଯୁଗଳ ଶବରଙ୍କ ନେତୃତ୍ୱରେ ଏବଂ ଏସଆଇ ସଂଗ୍ରାମ କେଶରୀ ପାଇକରାଏଙ୍କ ପରିଚାଳନାରେ ଏକ ୨୦ଜଣିଆ ଟିମ ସାଇକେଲରେ ଚିତ୍ରକୋଣ୍ଡା ଥାନାରୁ ବାହାରି ବଡ଼ପଦର ଗ୍ରାମ ପଞ୍ଚାୟତର ବିଭିର୍ନ ଗ୍ରାମକୁ ଯାଇ ଲୋକ ମାନଙ୍କୁ ସିଧାସଳଖ ସ୍ପଷ୍ଟ ଭାବରେ କରୋନାକୁ ହଟାଇବା ସମ୍ପକରେ ଘର ଘର ବୁଲି ସଚେତନ କରିବା ସହିତ ବିଭିନ୍ନ ପରାମର୍ଶ ଯଥା

ଘରେ ରହିବା ସୁରକ୍ଷିତ ରହିବା, ସମସ୍ତେ ନିଜ ରୁମାଲ, ଭଲ କପଡା, ଗାମୁଛା କୁ ନିଜ ମୁହଁରେ ଘୋଡାଇ ମାସ୍କ ଭଳି ବ୍ୟବହାର କରିବା, ସାମାଜିକ ଦୂରତା ରଖିବା, ଅତି ଜରୁରୀ କାମ ନ ଥିଲେ ଘରୁ ବାହାରକୁ ବାହାରିବା ନାହିଁ ଏବଂ ବାହାରକୁ ଗଲେ ସାବୁନରେ ଭଲ ଭାବରେ ହାତ ଧୋଇ ଘରକୁ ଫେରିବା ଇତ୍ୟାଦି ସମ୍ପକରେ ସଚେତନ କରି ଥିଲେ | ଲୋକ ମାନଙ୍କୁ ସଚେତନ ସହ ମାସ୍କ ପ୍ରଦାନ ସହ ବ୍ୟବହାର ସମ୍ପକରେ ମଧ୍ୟ ବୁଝାଇ ଥିଲେ |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ମୃତ ହିତାଧିକାରୀଙ୍କ ନାମରେ ରାସନ ସାମଗ୍ରୀ ହଡପ,ବିଜେପୁର

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା୧୩ ୵୮): ବିଜେପୁର ବ୍ଲକରେ ମୃତ ହିତାଧିକାରୀ ନାମରେ ରାସନ ସାମଗ୍ରୀ ହଡ଼ପ ପରି ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ସୂଚନା ଅଧିକାର ଆଇନ ଦ୍ୱାରା...

ବହୁମୂଖୀ ପ୍ରତିଭା, ନିଷ୍ଠାପର ଆଇନଜୀବୀଙ୍କ ବିୟୋଗରେ ଶୋକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ରବିଶଙ୍କର ମହାପାତ୍ର // କୋରାପୁଟ (୧୩/୦୮): କୋରାପୁଟ ଜିଲ୍ଲା କୋଟପାଡ଼ ନ୍ୟାୟାଳୟ ପରିସରରେ ଜୟପୁରର ବରିଷ୍ଠ ଆଇନଜୀବୀ,ନିଷ୍ଠାପର ସରକାରୀ ଓକିଲ (P. P),ରକ୍ତଗୋଲାପ ଚଳଚ୍ଚିତ୍ରର ଅଭିନେତା, ମଞ୍ଚ ଓ ଆକାଶବାଣୀ କଳାକାର,...

୫୧୧ କେଜି ଗଞ୍ଜେଇ ସହ ୨ଜଣ ଗିରଫ

ରିପୋର୍ଟ: ଏନ.ସନ୍ତୋଷ କୁମାର // ବୈପାରୀଗୁଡା (୧୩/୦୮): ବୈପାରୀଗୁଡା ପୋଲିସକୁ ଏକ ସଫଳତା ମିଳିଥିବା ଜଣାପଡିଛି l ବୈପାରୀଗୁଡା ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ (OD10E 2585 )ନମ୍ବର ଏକ ପିକଅପ ଭେନରେ ମହୁଲିପୁଟ ଠାରୁ...

ରାୟଗଡ ଜିଲ୍ଳାରେ ଆଂଟିଜେନ ଟେଷ୍ଠିଂ ଓ କୋଭିଡ ପରିଚାଳନାକୁ ନେଇ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ରିପୋର୍ଟ:ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡ (୧୨/୮/୨୦): ରାୟଗଡ ଜିଲ୍ଳାରେ ଦିନକୁ ଦିନ ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । କୋଭିଡ-୧୯ ସରକାରୀ ଗାଇଡଲାଇନ ଅନୁଯାୟୀ ପ୍ରଶାସନ ତରଫର ଆକ୍ରାନ୍ତଙ୍କୁ ଚିହ୍ନଟ ଦିଗରେ...

Recent Comments

%d bloggers like this: