Advertisements
Saturday, May 30, 2020
Home headline କାଳ ବୈଶାଖୀ ତାଣ୍ଡଵରେ ଧୋଇହେଲା ଅସ୍ଥାୟୀ ପୋଲ

କାଳ ବୈଶାଖୀ ତାଣ୍ଡଵରେ ଧୋଇହେଲା ଅସ୍ଥାୟୀ ପୋଲ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର( ତା ୨୭/୪): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହ ପୁର ବ୍ଲକ ସଦରମହାକୁମା ସାନ ବାମଣ ସାହି ନିକଟ ରେ ଥିବା ଅସ୍ଥାୟୀ ମିନି ପଲ କାଲ ବୈଶାଖୀ ରେ ଆଜି ପ୍ରବଳ ବର୍ଷା ଯୋଗୁଁ ଧୋଇହୋଇଛି ।

କଲ୍ୟାଣ ସିଂହପୁର ଠାରୁ ଜଗନ୍ନାଥ ପୁର ଓ ପାରସାଲି ଯାତାୟତ ଅସୁବିଧା ହେବାରୁ ବାକଟି ସାହି ଠାରୁ ୧୦୮ ଆମ୍ବୁଲାନ୍ସ ରିଟର୍ଣ୍ଣି କରିବା ଦେଖିବାକୁ ମିଳିଛି । କାଳ ବୈଶାଖୀ ରେ ପ୍ରବଲ ବର୍ଷା ହେବା ଯୋଗୁଁ ୧୦୮ ଆମ୍ବୁଲାନ୍ସ ସେହି ରାସ୍ତା ଦେଇ ଯିବା ସମୟରେ ବର୍ଷା ହୋଇ ଥିବା ଯୋଗୁଁ କଲ୍ୟାଣି ନଦୀରେ ପାଣି ବଢ଼ିବାରୁ ଅସ୍ଥାୟୀ ପୋଲ ଧୋଇ ହୋଇଥିବାରୁ ସେହି ରାସ୍ତା ଦେଇ ପଲମା ପଞ୍ଚାୟତ ର ମାଣ୍ଡିପଦର ଯାଉଥିଲା । ପଲ ଧୋଇହୋଇଥିବାରୁ ପୁଣି ପଛ କୁ ଫେରି ମାଝିଗୁଡା ଦେଇ ସେହି ଆମ୍ବୁଲାନ୍ସ ମାଣ୍ଡି ପଦର ଯିବାର ଖବର ଶୁଣିବାକୁ ମିଳୁଛି।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଆଜି ବଲାଙ୍ଗୀରରେ ୭ଜଣ କରୋନା ଆକ୍ରାନ୍ତ, ରାଜ୍ୟରେ ମୋଟ ୧୮୧୯ ଓ ସୁସ୍ଥ ହେଲେ ୯୭୭

ଭୁବନେଶ୍ୱର, ୩୦ା୫(ଓଡ଼ିଶା ନ୍ୟୁଜ୨୪): ରାଜ୍ୟରେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଆଜି ଆଉ ୯୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ...

ଲକ ଡାଉନ ସମୟରେ ରକ୍ତର ଅଭାବକୁ ଦୂର ପାଇଁ ରକ୍ତଦାନ ଶିବିର ଅନୁଷ୍ଠିତ

ରିପୋର୍ଟ: ଆଲୋକ ପଣ୍ଡା //ଭୁବନେଶ୍ୱର (୨୯/୦୫): ଲକ ଡାଉନ ସମୟରେ ଦେଖାଦେଇଥିବା ରକ୍ତର ଘୋର ଅଭାବକୁ ଦୂର କରିବାକୁ ଯାଇ ବିଭିନ୍ନ ସାମାଜିକ ଅନୁଷ୍ଠାନ ଅଣ୍ଟା ଭିଡ଼ିଛନ୍ତି l...

ଅ।ନ୍ତଜାତି ବିବାହ ପ୍ରତ୍ସାହନ ରାଶି ପ୍ରଦାନ କଲେ ମାନ୍ୟବର ମନ୍ତ୍ରୀ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡ଼ା (୩୦/୦୫): ଅନୁସୂଚିତ ଜାତି ଝିଅ/ପୁଅ ସହିତ ଅନ୍ୟ ଜାତିରେ ବିବାହ କରିଥିବା କରିଥିବା ୧୧ଯୋଡ଼ା ବର କନ୍ୟାଙ୍କୁ ସରକାର ଙ୍କ ତରଫରୁ...

Recent Comments

%d bloggers like this: