Friday, October 2, 2020
Home Corona Lockdown ଓଡିଶା ସିମାନ୍ତ ସହ ଗଜପତି ଜ଼ିଲ୍ଲା ସୀମାକୁ ପୁଣିଥରେ ସିଲକଲା ଜିଲ୍ଲା ପ୍ରଶାସନ, ରାୟଗଡା

ଓଡିଶା ସିମାନ୍ତ ସହ ଗଜପତି ଜ଼ିଲ୍ଲା ସୀମାକୁ ପୁଣିଥରେ ସିଲକଲା ଜିଲ୍ଲା ପ୍ରଶାସନ, ରାୟଗଡା

ରିପୋର୍ଟ: ଅମୁଲ୍ୟ ନିସଙ୍କ //
ରାୟଗଡା (୨୬/୦୪): ଆନ୍ଧ୍ର ପ୍ରଦେଶ ଓଡିଶାର ସୀମାନ୍ତ ଗଜପତି ଜ଼ିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ନିକଟସ୍ଥ ପାତପାଟନମରେ ୩ ଗୋଟି ଜଣଙ୍କର କରୋନା ପଜିଟିଭ ମିଳିବା ପରେ ଉଭୟେ ଗଜପତି ଓ ରାୟଗଡା ଜ଼ିଲ୍ଲା ପ୍ରଶାସନ ଅଧିକ ତତ୍ପର ହୋଇଛନ୍ତି |

ସେଥିପାଇଁ ଆଜି ଗୁଣୁପୁର ଗସ୍ତରେ ରାୟଗଡା ଜିଲ୍ଲାପାଳ ପ୍ରୋମଦ କୁମାର ବେହେରା, ଉପଜିଲ୍ଲାପାଳ ଗୁଣପୁର ଡକ୍ଟର ବଳିରାମ ବନ୍ଦର ଉପଖଣ୍ଡ ଆରିକ୍ଷୀକ ଅଧିକ୍ଷକ ରାଜ କିଶୋର ଦାସ,ତହସିଲଦାର ଲକ୍ଷ୍ମି ନାରାୟଣ ସାବତ ଉପସ୍ଥିତ ରହି ପୁଣିଥରେ ସୀମାକୁ ସିଲକରି କଡ଼ାକଡ଼ି ବ୍ୟାପକ ବ୍ୟବସ୍ଥା କରାଯାଇଛି । ପ୍ରଥମେ ଗୁଣପୁର ନିକଟସ୍ତ କତାଗୁଡା,ଜଗନ୍ନାଥପୁର ଚେକଗେଟ,ଆନ୍ଧ୍ରକୁ ସଂଯୋଗ କରୁଥିବା ବାତ୍ତିଲି ରୋଡ,ପରେ ଗୋଠଳପଦର ତାପରେ ରାମନାଗୁଡା ବ୍ଲକକୁ ସଂଯୋଗ କରୁଥିବା ଗୋଗୁପାଡୁ ପଞ୍ଚାୟତର କାଟିକି ଠାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳଠିସେହିପରି ରାୟଗଡ ଉପଜ଼ିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ମଧ୍ୟ୍ୟ ଆନ୍ଧ୍ର ଓଡିଶା ସୀମାନ୍ତ କୁ ସଂଯୋଗ କରୁଥିବା କେରେଡା ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ତା ର ଯାଞ୍ଚ କରିଥିଲେ ଶ୍ରମିକ ମନେ ଯେପରି ଓଡିଶା ମଧ୍ୟରେ ପ୍ରବେଶ ନ କରିପାରିବେ ସେଥିପାଇଁ ତୀକ୍ଷଣ ନଜର ରଖିବା ପାଇଁ ନିର୍ଦେଶ ଦେଇଥିଲେ

କିନ୍ତୁ ପୋଲିସ ମନେ ଚେକ ପୋଷ୍ଟ ନିକଟରେ ରହି ଯାଞ୍ଚ କରୁଥିବା ସମୟରେ ଶ୍ରମିକ ମାନେ ଜଙ୍ଗଲ ମଧ୍ୟ୍ୟ ଦେଇ ପଦ ଚଲା ରାସ୍ତା ରେ ଅବାଧ ରେ ଓଡିଶା ସୀମାନ୍ତ ରେ ପ୍ରବେଶ କରିବା ର ଦେଖିବାକୁ ମିଳୁଛି ଝାଡ଼ଖଣ୍ଡ ବିହାର ଛତିଶଗଡ଼ ଓ ପଶ୍ଚିମ ଓଡିଶା ର ବହୁ ଶ୍ରମିକ କେରଳ କର୍ଣ୍ଣାଟକ ଚେନ୍ନାଇ ଆନ୍ଧ୍ର ପ୍ରଦେଶ ରୁ ନିଜ ନିଜ ଗାଁ କୁ ରାୟଗଡା ସହର ମଧ୍ୟ୍ୟ ଦେଇ ଆସୁଛନ୍ତି ତେଣୁକରି କେତେବେଳେ ଜେ ରାୟଗଡା ଜ଼ିଲ୍ଲା ପାଇଁ କଣ ହେବ କହିହେବ ନାହିଁ ତେଣୁକରି ଜ଼ିଲ୍ଲା ପ୍ରଶାସନ ଓ ପୋଲିସ ନିମନ୍ତେ ମୁଣ୍ଡ ବ୍ୟଥା ର କାରଣ ପାଲିଟିଛ ସେଥିପାଇଁ ସେଥିପାଇଁ ଜ଼ିଲ୍ଲା ପ୍ରଶାସନ ଓ ପୋଲିସ ପରିସ୍ଥିତି କୁ ଅଧିକ ଗମ୍ଭୀରତା ର ନେବା ସହ ପରିସ୍ଥିତି ର କଡା ମୁକାବିଲା ନିମନ୍ତେ ପ୍ରସ୍ତୁତ ଆରମ୍ଭ କରିଦେଛନ୍ତି କିନ୍ତୁ ଗତ କିଛିଦିନ ହେବ ପ୍ରତ୍ୟେକ ଦିନ ପୋଲିସ ବହୁ ଶ୍ରମିକ ଙ୍କୁ ରେଳ ପଥ ରୁ ଉଦ୍ଧାର କରିଛି |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଟିକଟକରୁ ସମଲିଙ୍ଗୀ ସମ୍ପର୍କ, ନାବାଳିକାକୁ ଅପହରଣ କରି ପଶ୍ଚିମବଙ୍ଗ ଯୁବତୀ ଗିରଫ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା // କଳାହାଣ୍ଡି (୦୧/୧୦): ସମଲିଙ୍ଗୀ ସମ୍ପର୍କକକୁ ନେଇ ପଶ୍ଚିମ ବଙ୍ଗର ଜଣେ ଯୁବତୀ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ କରି ଗିରଫ ହୋଇଥିବା ଘଟଣା...

ସ୍ବର୍ଗତଃ ରାଧେଶ୍ୟାମ ପୁରୋହିତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ସାଂସଦ ସୁରେଶ ପୁଝାରୀ

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୦୧/୧୦):ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଦୀପ ପୁରୋହିତଙ୍କ ପିତା ତଥା ପାଇକମାଲର ବହୁ ପ୍ରତିଷ୍ଠିତ ପୁରୋହିତ...

ବରଗଡ଼ ସାଂସଦଙ୍କ ପଦ୍ମପୁର ଗ୍ରସ୍ତ

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୦୧/୧୦): ବରଗଡ଼ ସାଂସଦ ଶ୍ରୀ ସୁରେଶ ପୂଜାରୀ ଆଜି ପଦ୍ମପୁର ଗ୍ରସ୍ତ ଅବସରରେ ପଦ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ କରୋନା ମୁକାବିଲା ସଂକ୍ରାନ୍ତୟ...

ପାରମ୍ପରିକ ଦଶହରା ପର୍ବ ପାଳନ ପାଇଁ ଜରୁରୀ ବୈଠକ

ରିପୋର୍ଟ: ରବିଶଙ୍କର ମହାପାତ୍ର // କୋରାପୁଟ(୦୧/୧୦): କୋରାପୁଟ ଜିଲ୍ଲା କୋଟପାଡ଼ ଶ୍ରୀ କନକମଣି ମାଉଲୀ ମାଁ ମନ୍ଦିର ପ୍ରାଙ୍ଗଣରେ ବୁଧବାର ସନ୍ଧ୍ୟା ୭ଟା ୩୦ ମିନିଟ ସମୟରେ ଦଶହରା ପର୍ବ ପାଳନ ପାଇଁ ଜରୁରୀ...

Recent Comments

%d bloggers like this: