Advertisements
Saturday, May 30, 2020
Home headline ତାଣ୍ଡବ ରଚିଲା କାଳ ବୈଶାଖୀ,ଲମତାପୁଟ

ତାଣ୍ଡବ ରଚିଲା କାଳ ବୈଶାଖୀ,ଲମତାପୁଟ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ //
ଲମତାପୁଟ (୨୬/୦୪): ଗତକାଲି ସନ୍ଧ୍ୟା ସମୟର କାଳ ବୈଶାଖୀ ତାଣ୍ଡବ ରଚାଇ ଗ୍ରାମର ଆଠଟି ଘରର ଆଜବେଷ୍ଟ ଟିଣ ଓ ଟାଇଲ୍ ଛପର ସମ୍ପୂର୍ଣ୍ଣ ଉଡାଇବା ସହ ଘର ଉପରେ ବଡ଼ ବଡ଼ ଗଛ ଗୁଡ଼ିକ ଘର ଉପରେ ପଡ଼ି ଘର ଗୁଡ଼ିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।

ସୌଭାଗ୍ୟ ବଶତ କୌଣସି ଧନ ଜିବନ ନଷ୍ଟ ହୋଇନାହିଁ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଲମତାପୁଟ ବ୍ଲକ ଦାଶ୍ରିପୁଟ ଗ୍ରାମରେ। ଘଟଣା କ୍ରମେ ଗତକାଲି ସନ୍ଧ୍ୟା ଚାରିଟା ସମୟରେ ଆରମ୍ଭ ହୋଇଥିଲା ଏହି କାଳ ବୈଶାଖୀ। ବର୍ଷା ହେବା ସହ ପ୍ରବଳ ବେଗରେ ପବନ ବହିବା ସାଙ୍ଗକୁ କୁଆ ପଥର ମଧ୍ୟ ବର୍ଶି ଥିଲା ଦୀର୍ଘ ଚାରି ଘଣ୍ଟା ଧରି ଏହି ଲୀଳା ଚାଲି ଥିଲା ଗ୍ରାମର ଆଠ ପରିବାର କାଳ ବୈଶାଖୀ ରେ କ୍ଷତିଗ୍ରସ୍ତ ହୋଇଛନ୍ତି। ସେମାନେ ହେଲେ କେଶବ ଦାଶ୍ରି, ଶୁକ୍ରା ବାଡାମ୍, ଗୋପୀନାଥ ଦାଶ୍ରି, ଗଗନ ଦାଶ୍ରି, ସମାରୀ ଦାଶ୍ରି, କେଶବ ଚାଲାଣ, ଓ ବଳଭଦ୍ର ଖିଲ ଏମାନେ ସମସ୍ତେ ଗରିବ ଖଟିଖିଆ ଶ୍ରେଣୀ ର ପରିବାର ତେଣୁ ଏହି ଆଠ ପରିବାର କୁ ପ୍ରଶାସନ ପକ୍ଷରୁ କ୍ଷତି ପୁରଣ ଯୋଗାଇଦେବା ପାଇଁ ଗ୍ରାମବାସୀ ମାନେ ଅନୁରୋଧ କରିଛନ୍ତି।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଆଜି ବଲାଙ୍ଗୀରରେ ୭ଜଣ କରୋନା ଆକ୍ରାନ୍ତ, ରାଜ୍ୟରେ ମୋଟ ୧୮୧୯ ଓ ସୁସ୍ଥ ହେଲେ ୯୭୭

ଭୁବନେଶ୍ୱର, ୩୦ା୫(ଓଡ଼ିଶା ନ୍ୟୁଜ୨୪): ରାଜ୍ୟରେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଆଜି ଆଉ ୯୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ...

ଲକ ଡାଉନ ସମୟରେ ରକ୍ତର ଅଭାବକୁ ଦୂର ପାଇଁ ରକ୍ତଦାନ ଶିବିର ଅନୁଷ୍ଠିତ

ରିପୋର୍ଟ: ଆଲୋକ ପଣ୍ଡା //ଭୁବନେଶ୍ୱର (୨୯/୦୫): ଲକ ଡାଉନ ସମୟରେ ଦେଖାଦେଇଥିବା ରକ୍ତର ଘୋର ଅଭାବକୁ ଦୂର କରିବାକୁ ଯାଇ ବିଭିନ୍ନ ସାମାଜିକ ଅନୁଷ୍ଠାନ ଅଣ୍ଟା ଭିଡ଼ିଛନ୍ତି l...

ଅ।ନ୍ତଜାତି ବିବାହ ପ୍ରତ୍ସାହନ ରାଶି ପ୍ରଦାନ କଲେ ମାନ୍ୟବର ମନ୍ତ୍ରୀ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡ଼ା (୩୦/୦୫): ଅନୁସୂଚିତ ଜାତି ଝିଅ/ପୁଅ ସହିତ ଅନ୍ୟ ଜାତିରେ ବିବାହ କରିଥିବା କରିଥିବା ୧୧ଯୋଡ଼ା ବର କନ୍ୟାଙ୍କୁ ସରକାର ଙ୍କ ତରଫରୁ...

Recent Comments

%d bloggers like this: