Friday, September 25, 2020
Home headline ନୃସିଂହନାଥ ପୀଠର ଅନନ୍ୟ ପରମ୍ପରା ପଖାଳ ଭୋଗ

ନୃସିଂହନାଥ ପୀଠର ଅନନ୍ୟ ପରମ୍ପରା ପଖାଳ ଭୋଗ

ରିପୋର୍ଟ: ନିରୋଜ କୁମାର ପାଣି //
ପଦ୍ମପୁର (୨୭/୦୪): ଗ୍ରୀଷ୍ମପ୍ରବାହର ପ୍ରଚଣ୍ଡତା ଏବଂ ରୌଦ୍ର ତାତିର ପ୍ରାଖରତା ଅକ୍ଷୟ ତୃତୀୟା ବେଳକୁ ପ୍ରାୟ ପ୍ରଚୁର ପରିମାଣ ରେ ବଢି ଯାଇଥାଏ। ଏହି ତପ୍ତ ପରିବେଶରେ ମଣିଷ ତ ମଣିଷ ପଶୁ ପକ୍ଷୀ ମଧ୍ୟ ମନ ଏବଂ ପେଟ ର ଶାନ୍ତି ପାଇଁ ଥଣ୍ଡା ଏବଂ ସ୍ୱାଦିୟା ପାନୀୟ ତଥା ଖାଦ୍ୟ ଖୋଜି ଥାନ୍ତି।

ସେହି ପରି ପ୍ରଚଣ୍ଡ ରୁଦ୍ର ତାପ ର ପ୍ରଭାବ ରୁ ବଂଚିବା ପାଇଁ ନୃସିଂହନାଥ ପୀଠର ଅଧିଷ୍ଠିତ ଦେବତା ଶ୍ରୀ ଶ୍ରୀ ମାର୍ଜାର କେଶରୀ ନୃସିଂହନାଥ ମହାପ୍ରଭୁଙ୍କ ଠାରେ ମଧ୍ୟ ପ୍ରତି ବର୍ଷ ପଖାଳ ଭୋଗ ଲାଗିବାର ଅନନ୍ୟ ପରମ୍ପରା କାଇଁ କେଉଁ କାଳ ରୁ ଚାଲି ଆସୁ ଥିବା ବେଳେ ପ୍ରତି ବର୍ଷ ଏହି ଭୋଗ ପାଇଁ ପ୍ରଚୁର ପରିମାଣ ରେ ଭକ୍ତଙ୍କ ଭିଡ଼ ଲାଗି ଥାଏ, ହେଲେ ଏ ବର୍ଷ କରୋନା ର ପ୍ରଭାବ ଯୋଗୁଁ ଭକ୍ତ ଙ୍କ ଭିଡ଼ ଉପରେ କଟକଣା ଥିବାରୁ କେବଳ ଭୋଗ ପାଇଁ ଦରକାର ଯୋଗ୍ୟ ଭୋଗ ପ୍ରସ୍ତୁତ କରି ମହାପ୍ରଭୁ ଙ୍କ ଠାରେ ଭୋଗ ଲଗାଯାଇଥିଲା । ଏହି ପଖାଳ ପ୍ରସ୍ତୁତି ସମୟରେ ପଖାଳର ଟେଭ ପତ୍ର , ଅଦା, କଞ୍ଚା ଆମ୍ବ, ଲେମ୍ବୁ ଆଦି ଜିନିଷ ପକାଇ ତାକୁ ବିଶେଷ ରୂପରେ ଗ୍ରୀଷ୍ମ ପ୍ରବହର ପ୍ରଚାନ୍ଦଟା ରୁ ରକ୍ଷା ପାଇଁ ପ୍ରସ୍ତୁତ କରାଯାଏ ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପ୍ରେମ ବିବାହକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଜଣେ ମୃତ

ରିପୋର୍ଟ: ସତ୍ୟଜିତ ବାରିକ // ଯାଜପୁର (୨୪/୦୯): ବରୀ ବ୍ଲକ ଅଧିନସ୍ଥ ଆନ୍ୟାସପୁର ଗ୍ରାମ ରେ ପ୍ରେମ ବିବାହ କୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ଜଣକର ମୃତୁ ଘଟିଛି...

ବିଜେପି ନେତା ବି. ସୁବାଷ ଚନ୍ଦ୍ରପାତ୍ରଙ୍କ ବିୟୋଗରେ ଶୋକ

ରିପୋର୍ଟ: ବିଭୁତି ଲହରିଆ // ବାଲିଗୁଡା ୨୪/୯): ବାଲିଗୁଡାର ବରିଷ୍ଠ ବିଜେପି ନେତା ବି ସୁବାଷ ଚନ୍ଦ୍ର ପାତ୍ରଙ୍କ ବିୟୋଗରେ କନ୍ଧମାଳ ବିଜେପି ପକ୍ଷରୁ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଶୋକ ସଭା ଅନୁଷ୍ଠିତ...

ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ଦ୍ୱାରା ଜୁନାଗଡ ହାଇଟେକ ଥାନା ଉଦଘାଟିତ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା // କଳାହାଣ୍ଡି ତା୨୪.୦୯.୨୦୨୦): କଳାହାଣ୍ଡି ଜିଲ୍ଲା ଜୁନାଗଡ ଠାରେ ହାଇଟେକ ଥାନା ଉଦଘାଟିତ ହୋଇଯାଇଛି । ଓଡିଶା ର ମାନ୍ୟବର ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଉଦଘାଟନ...

ଧାନ ଫସଲ ରେ ଅଜଣା ରୋଗ, କାମ ଦଉନି କୀଟନାଶକ,ଚିନ୍ତାରେ ଚାଷୀ

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର,ତା ୨୪ /୯/୨୦): ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକରେ ୧୪ ଟି ପଞ୍ଚାୟତର ବିଭିନ୍ନ ଗ୍ରାମ ରେ ଧାନ ଫସଲରେ ମାଡି ଚାଲିଛି...

Recent Comments

%d bloggers like this: