ଦୁର୍ଘଟଣା ଗ୍ରସ୍ତ ହେଲା ଡମ୍ପର : କାରଣ ଅସ୍ପଷ୍ଟ

0
78
ହେଲା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୦୭/୦୫) : ସହର ନିକଟସ୍ଥ କତର କେଲା ଗ୍ରାମ ମୁଖ୍ୟ ସଡକ କଡ଼କୁ ଏକ ଡମ୍ପର ଟ୍ରକ ଓଲଟି ପଡ଼ିଥିବା ସୂଚନା ମିଳିଛି ।

ଅପରାହ୍ନ ପ୍ରାୟ ୭ ଘଣ୍ଟା ସମୟ ରେ ଏହି ଡମ୍ପର ଓଲଟି ପଡ଼ିଥିବା ବେଳେ ଘଟଣା ସ୍ଥଳରେ ଡ୍ରାଇଭର ଅବା ଅନ୍ୟ କେହି ନ ଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ଏ ନେଇ କିପରି ଗାଡି ଦୁର୍ଘଟଣା ଘଟିଛି ନାଁ ଅନ୍ୟ କିଛି କାରଣ ରହିଛି ସେ ନେଇ ପୋଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।