ଟ୍ରାକ୍ଟର ଓଲଟି ଜଣେ ଶ୍ରମିକ ଙ୍କ ମୃତ୍ୟୁ

0
88
ଜଣେ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୦୫/୦୫) : ଅପରାହ୍ନ ପ୍ରାୟ ୯ ଟା ସମୟ ରେ ଟିଟିଲାଗଡ ମୁକ୍ତିଧାମ୍ କଡ ଦେଇ ଯାଇଥିବା ରାସ୍ତା ମନ୍ଧ୍ୟରେ ଥିବା ଟାଉଁନଫିଲ୍ଡ ନିକଟରେ ଭାରସାମ୍ୟ ହରାଇ ଏକ ଟ୍ରାକ୍ଟର ଓଲଟି ପଡିଥିଲା ।

ଫଳରେ ଘଟଣା ସ୍ଥଳରେ ଜଣେ ଶ୍ରମିକ ଙ୍କ ମୃତ୍ୟୁ ଘଟିଥିବା ବେଳେ ଏ ନେଇ ଟିଟଲାଗଡ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।