Advertisements
Monday, June 1, 2020
Home Weather News ପ୍ରବଳ ବର୍ଷା ଓ ପବନରେ ଗଛ ପଡ଼ି ରାସ୍ତା ବନ୍ଦ୍

ପ୍ରବଳ ବର୍ଷା ଓ ପବନରେ ଗଛ ପଡ଼ି ରାସ୍ତା ବନ୍ଦ୍

ରିପୋର୍ଟ: ଜଗଦୀଶ ଦାସ //
କନ୍ଧମାଳ(୨୩/୦୪): କଦ୍ଧମାଳ ଜିଲ୍ଲା ରାଇକିଆ, ଇନ୍ଦ୍ରଗ୍ଡ଼ ଓ ଅନେକ ଜାଗାରେ ପ୍ରବଳ ବର୍ଷା ହେବା ଫଳରେ କରଡ଼ା, ଇନ୍ଦ୍ରଗଡ ମଧ୍ୟରେ ବହୁ ଗଛ ପଡ଼ି ରାସ୍ତା ଉପରେ ରାସ୍ତା ଜାମ୍ ହୋଇଥିଲା ।

ଏବଂ ପରେ ସେଠାରେ ଥିବା ପାରା
ଫରେଷ୍ଟ ଓ ସେହି ସ୍ଥାନର କିଛି ଯୁବକ ମାନେ ମିଶି ଗଛ କାଟି ରାସ୍ତା ସଫା କରିଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବନ୍ଦେ ଉତ୍କଳ ଜନନୀ ଗାଇଲା ସମଗ୍ର ଝାରସୁଗୁଡା

ରିପୋର୍ଟ .ପ୍ରଶାନ୍ତ ମାଝୀ //ଝାରସୁଗୁଡା (୩୦/୫/୨୦୨୦): କରୋନା ଯୁଦ୍ଧରେ ସାମିଲ ଯୋଦ୍ଧାଙ୍କ ତ୍ୟାଗ ଓ ସେବା ମନୋଭାବ ପ୍ରତି ସମ୍ମାନ ପ୍ରଦର୍ଶନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଶନିବାର...

ବିଦେଶୀ ମଦ ଦୋକାନରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ୬ଗିରଫ, କାର ଓ ସ୍କୁଟି ଜବତ

ରିପୋର୍ଟ: ବିମଳେନ୍ଧୁ ସାହୁ //ଲୋଇସିଂହା (୩୦/୦୫): ବଲାଂଗୀର ଜିଲ୍ଲା ଲୋଇସିଂହା ସ୍ଥିତ ବିଦେଶୀ ମଦ ଦୋକାନରେ କିଛି ଯୁବକ ଗଣ୍ଡଗୋଳ କରି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି ।...

କାଶିପୁରରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ

ରିପୋର୍ଟ: ଦେବେନ୍ଦ୍ର ନାୟକ //କାଶିପୁର (୩୦.୦୫.୨୦୨୦): କାଶିପୁରରେ ବନ୍ଦେ ଉତ୍କଳ ଜନନୀ ଗାନ ବିଭିନ୍ନ କାର୍ଯ୍ୟାଳୟ ସମେତ ଘରେ ଘରେ ଗାନ କରାଯାଇଛି | କୋଭିଡ ଯୁଦ୍ଧରେ ଲୋକଙ୍କ...

କରୋନା ସୁପର୍ ସିକ୍ସ୍ ରେ ଭୟଭୀତ ବରଗଡ଼

ରିପୋର୍ଟ: ଜଗବନ୍ଧୁ ସାହୁ //ବରଗଡ଼ (୩୦/୦୫): କରୋନାର ସୁପର୍ ସିକ୍ସ୍ ରେ ଅର୍ଥାତ କରୋନା ମହାମାରୀର ଏହି ଲକଡାଉନ୍ ସମୟରେ ଗୋଟିଏ ଦିନରେ ଛଅ ଜଣ ଯାକ ବରଗଡ଼...

Recent Comments

%d bloggers like this: