Friday, March 29, 2024

Top 5 This Week

Related Posts

ନାବାଳିକାଙ୍କୁ ବଳାତ୍କାର ଘଟଣା : ଜଣେ ଗିରଫ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୪/୦୫) : ଥମୁନି ବଳାତ୍କାର ଘଟରା । ନାବାଳିକାକୁ ବଳାତ୍କାର ଘଟଣାରେ ଜଣକୁ ଗିରଫ କଲା ନାଇକାଣିଡିହି ପୋଲିସ ।

ଅନ୍ୟ ଜଣେ ଫେରାର ଥିବାବେଳେ ଏ ନେଇ ଅଧିକ ତଦନ୍ତ କରୁଛି ପୋଲିସ । ଗତ ୧୫ ତାରିଖ ଦିନ ନାଇକାଣିଡିହି ଥାନା ଅଞ୍ଚଳରେ ଜଣେ ନାବାଳିକା ନାଚ ଶିଖିବାକୁ ଯାଉଥିବାବେଳେ ୨ ଜଣ ବ୍ୟକ୍ତି ତାଙ୍କୁ ଟେକି ନେଇ ବଳାତ୍କାର କରିଥିବା ନେଇ ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା । ତେବେ କିଛି ଫଟୋ ଭାଇରଲ ହେଉଥିବା ଶୁଣିବା ପରେ ପରିବାର ପକ୍ଷରୁ ଦୀର୍ଘ ୧୭ ଦିନ ପରେ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ଉକ୍ତ ଘଟଣାରେ ଜଣଙ୍କୁ ଗିରଫ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି ।

Popular Articles