Friday, March 29, 2024

Top 5 This Week

Related Posts

ବିଶ୍ୱ ପ୍ରେସ ଦିବସ ପାଳିତ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୪/୫) : ଗତକାଲି ବିଶ୍ୱ ପ୍ରେସ ଦିବସ ଉପଲକ୍ଷେ କାଶୀନଗର ପ୍ରେସ କ୍ଲବ ଓ ବଂଶଧାରା ପାଠାଗାର ତରଫରୁ ପ୍ରେସ କ୍ଲବ ସଭାପତି ଶ୍ରୀ ଆନନ୍ଦ ପାତ୍ର ଙ୍କ ସଭାପତିତ୍ୱ ରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି ।

ସାମ୍ବାଦିକ ହୃଷିକେଶ ଗୌଡ଼, ଏନ ଏ ସି ଉପାଧ୍ୟକ୍ଷ୍ୟ ରାଗୁରାମ ସାହୁ ସମାଜସେବୀ କେ ରାମା ରାଓ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ପ୍ରେସ ସ୍ୱାଧୀନତା ସମ୍ପର୍କ ରେ ବକ୍ତବ୍ୟ ରଖିଥିଲେ । ସାମ୍ବାଦିକ ଶ୍ରୀ ସିମାଞ୍ଚଳ ମହାରଣା ଧନ୍ୟବାଦ ଦେଇଥିଲେ ।

Popular Articles