Related Contents

ଲାୟଂଶ କ୍ଲବ ତରଫ ରୁ ମାଗଣା ମଧୁମେୟ ପରୀକ୍ଷା ଶିବିର

ବରଗଡ ( ସୂର୍ଯ୍ୟ ମିଶ୍ର) : ଆଜି ଥାନା ଛକ ଠାରେ ବରଗଡ଼ ଲାୟଂଶ କ୍ଲବ ତରଫ ରୁ ମାଗଣା ମଧୁମେୟ ପରୀକ୍ଷା ଶିବିର ର ଆୟୋଜନ କରା ଯାଇ ଥିଲା l ଶିବିର ର ନେତୃତ୍ୱ ନେଇ ଥିଲେ ଡ଼ା-ଅରୁଣ ନାଏକ / ଗତ 26/03/2018 ରୁ ଏହି ଶିବିର ସୁନ୍ଦରଗଡ଼ ଜିଲ୍ଲା ରୁ ଆରମ୍ଭ ହୋଇ ଓଡିଶା ର 30 ଟି ଜିଲ୍ଲା ରେ ଆୟୋଜନ କରିବା ର ଲକ୍ଷ ରହିଛି l ବରଗଡ଼ ର ବହୁ ଜନସାଧାରଣ ଏହି ମାଗଣା ଶିବିର ର ଲାଭ ଉଠାଇ ଥିଲେ l

Comments are closed.