Related Contents

ଉମରକୋଟରେ ପ୍ରେମୀଯୁଗଲଙ୍କ ଆତ୍ମହତ୍ୟା

ନବରଙ୍ଗପୁର : (ଏ.ସତିଷ) ନବରଙ୍ଗପୁର ଜିଲ୍ଲା ଉମରକୋଟରେ ପ୍ରେମୀଯୁଗଲଙ୍କ ଆତ୍ମହତ୍ୟା।ଗୋଟିଏ ଗଛରେ ଉଡଣି ଲଗାଇ ଆତ୍ମହତ୍ୟା କରିଛନ୍ତି।ଏହି ଅବବନୀୟ ଘଟଣା ଘଟିଛି ଝରିଗା ଥାନା ଅନ୍ତର୍ଗତ ଦେଉଳକୋଣା ଗାଁରେ।ଏହି ପ୍ରେମୀଯୁଗଲ ହେଲେ ଚଉତୁ ଭାତ୍ର।, ପ୍ରମିଳା ଭଟ୍ଟ। ପରିବାରଙ୍କ ସହମତି ନ ମିଳିବାରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.