Friday, March 29, 2024

Top 5 This Week

Related Posts

ଲାଞ୍ଜିଗଡ଼ରେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା, ୪ ଅଟକ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଳାହାଣ୍ଡି, (୨୩/୦୪) : କଳାହାଣ୍ଡି ଲାଞ୍ଜିଗଡ଼ରେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା । ଫେରାର ୪ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ଅନ୍ୟ ଜଣେ ଅଭିଯୁକ୍ତ ଫେରାରଥିବା ବେଳେ ତାକୁ ଧରିବାକୁ ତନାଘନା କରୁଛି ପୋଲିସ । ଗତ ୧୫ରେ ବିଜେପୁର ଥାନା ଅଞ୍ଚଳରେ ଯାତ୍ରା ଦେଖି ଫେରିବା ବେଳେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିଲେ ଅଭିଯୁକ୍ତ । ପରେ ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଥିଲା । ଫେରାର ଥିବା ଅଭିଯୁକ୍ତଙ୍କୁ ଧରିଛି ପୋଲିସ । ଏହି ଘଟଣା ଏବେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

Popular Articles