Thursday, October 29, 2020
Home Corona Virus Awereness ୧୨୭ ସି ଆରପିଏଫ୍ ବାଟାଲିୟନ ପକ୍ଷରୁ ଜନସଂପର୍କ ଶିବିର, କୋରନା ସଚେତନତା ସହ ଲୋକଙ୍କୁ ମାକ୍ସ...

୧୨୭ ସି ଆରପିଏଫ୍ ବାଟାଲିୟନ ପକ୍ଷରୁ ଜନସଂପର୍କ ଶିବିର, କୋରନା ସଚେତନତା ସହ ଲୋକଙ୍କୁ ମାକ୍ସ ସାନିଟାଇଜର ଔଷଧ ବଣ୍ଟନ

ରିପୋର୍ଟ: ବିଭୁତି ଲହରିଆ //
ବାଲିଗୁଡା (୧୫/୪): କନ୍ଧମାଳ ଜିଲ୍ଲାରେ ଅବସ୍ଥାପିତ ୧୨୭ ଆଣ୍ଟି ନକ୍ସଲ ସି ଆର ପି ଏଫ ବାଟାଲିୟନର କମାଣ୍ଡାଣ୍ଟ ଜି କୁମାରଙ୍କ ନେତୃତ୍ବରେ ବାଲିଗୁଡାରେ କରୋନା ସଚେତନତା ସହ ଜନ ସଂପର୍କ ଅନୁଷ୍ଠିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ଏକହଜାରରୁ ଉର୍ଦ୍ଧ ଲୋକଙ୍କୁ ମାକ୍ସ ସାନିଟାଇଜର ଓ ଔଷଧ ବଣ୍ଟନ କରାଯାଇଥିଲା ଏବଂ ମହାମାରୀ କରୋନାର ମୁକାବିଲାପାଇଁ ସାମାଜିକ ଦୂରତା ସ୍ବଚ୍ଛତା ରହିବା ପାଇଁ ସଚେତନ କରାଯାଇଛି | ତତସହିତ ଅସହାୟ ଗରୀବ ଭୋକିଲାଙ୍କୁ ବାଟାଲିୟନର ମେସ ତରଫରୁ ମାଗଣା ଖାଦ୍ୟ ବଣ୍ଟନ କରାଯାଉଛି । ସି ଆର ପି ଏଫ ର ଏହିଭଳି କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ପ୍ରସଂଶା କରାଯାଇଛି । ଆଗାମୀ ଦିନରେ ବାଟାଲିୟନ ପକ୍ଷରୁ ଜିଲ୍ଲାର ବିଭିନ୍ନ ଉପାନ୍ତ ଅଞ୍ଚଳରେ ଏହିକାର୍ଯ୍ୟକ୍ରମ ଅନୁଷ୍ଠିତ ହେବବୋଲି କମାଣ୍ଡାଣ୍ଟ ଜି କୁମାର କହିଛନ୍ତି। ଏହି ସଚେତନତା ଶିବିର ରେ ଡାକ୍ତର, ସିଆରପିଏଫ ର କର୍ମଚାରୀ ସହଯୋଗ କରିଥିଲେ |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସେପ୍ଟେମ୍ବର ମାସର ଦରମା ପାଇନାହାନ୍ତି ଜୁନାଗଡ ଆରଏମସି କର୍ମଚାରୀ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା // ଜୁନାଗଡ଼ (୨୮/୧୦): କଳାହାଣ୍ଡି ତା.୨୮.୧୦.୨୦୨୦ ଅକ୍ଟୋବର ଶେଷ ହେବାକୁ ବସିଲାଣି ଜୁନାଗଡ ନିୟନ୍ତ୍ରିତ ବଜାର କମିଟୀ (ଆରଏମସି) ର କର୍ମଚାରୀ ମାନେ ସେପ୍ଟେମ୍ବର ମାସର ଦରମା ପାଇପାରିନଥିବା ଜଣାପଡିଛି...

ରାୟଗଡ଼ା ସାମ୍ବାଦିକ ସୁଶାନ୍ତ ଦାସଙ୍କ ବଡବାପା ରତ୍ନାକର ଦାସଙ୍କ ପରଲୋକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡା (୨୮/୧୦): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ଚନ୍ଦନ ନଗର ଗ୍ରାମପଞ୍ଚାୟତ ଅଧୀନସ୍ଥ ଗୋପ୍ତିରା ଗ୍ରାମର ଶ୍ରୀଯୁକ୍ତ ରତ୍ନାକର ଦାସ ଙ୍କ ଗତ ରବିବାର ରାତ୍ର...

ଏସାର- ଗୁରୁକୁଳ ର ଭାରତ କାର୍ଯ୍ୟାଳୟ ଉଦଘାଟିତ

ରିପୋର୍ଟ: ସତ୍ୟଜିତ ବାରିକ // ଭୁବନେଶ୍ୱର / ନୂଆଦିଲ୍ଲୀ / ମାଞ୍ଚେଷ୍ଟର - ୨୭.୧୦): ଭାରତ ବର୍ଷର ପ୍ରାଚୀନ ଗୁରୁକୁଳ ଶିକ୍ଷା ପରମ୍ପରା ଖୁବ ମହାନ ଓ ମହିମାମୟ ଥିଲା ବୋଲି ଓଡିଶା ବିଧାନ...

ଯୁବକଙ୍କ ଶବ ଉଦ୍ଧାର, ହତ୍ୟା ଅଭିଯୋଗ

ରିପୋର୍ଟ: ଚିତ୍ତରଞ୍ଜନ ବାଗ // ଗୋଲାମୁଣ୍ଡା (୨୭/୧୦): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ପୁଲିସ ଦ୍ଵାରା ଗତ କାଲି ସନ୍ଧ୍ୟା ସମୟରେ ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଗଇଣ୍ଡି ମୁଣ୍ଡା ଠାରେ ଜଣେ ଯୁବକଙ୍କ ଶବ ଉଦ୍ଧାର...

Recent Comments

%d bloggers like this: