Related Contents

ଭେଡେନ ବ୍ଲକ ରେ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ପ୍ରଶିକ୍ଷଣ

ଭେଡେନ (ବଳରାମ ବାଗ): ଗତ ଷୋମବାର ବରଗଡ଼ ଜିଲ୍ଲା ଭେଡେନ ବ୍ଲକରେ ବ୍ଲକ୍ର ମୁକ ଓ ବଧିର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ବିଭାଗୀୟ କର୍ମକର୍ତା ଶ୍ରୀଯୁକ୍ତ କମାଲ ଲୋଚନ ଦଳେଇ ଓ ସହଯୋଗୀ କଳ୍ପନା ବାଘରଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ କରାଯାଇଥିଲା | ଆଗକୁ କିପରି ଏହି ଦିବ୍ୟାଙ୍ଗ ମାନଙ୍କ କିପରି ଭାବରେ ଉନ୍ନତି ହୋଇପାରିବ ତାହା ସେମାନେ ବିଭିନ୍ନ ପ୍ରଣାଳୀରେ ତାଲିମ ଦେଇଥିଲେ |

Comments are closed.