Advertisements
Saturday, May 30, 2020
Home Corona Lockdown ଏପଟେ କରୋନା ଭୟ,ସେପଟେ ବର୍ଷାର ତାଣ୍ଡବ, ପ୍ରକୃତିର ଏପରି ଖେଳରେ ଲୋକେ ଭୟଭିତ

ଏପଟେ କରୋନା ଭୟ,ସେପଟେ ବର୍ଷାର ତାଣ୍ଡବ, ପ୍ରକୃତିର ଏପରି ଖେଳରେ ଲୋକେ ଭୟଭିତ

ରିପୋର୍ଟ: ଜଗଦୀଶ ଦାସ //
ରାଇକିଆ (୦୮/୦୪): ଦେଶ ଆଜି କରୋନା ଦାଉରୁ ମୁକ୍ତି ପାଇବା ପାଇଁ ପ୍ରଶାସନ ଲୋକଙ୍କୁ ସଜାଗ ହୋଇ ରହିବାକୁ ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରି ସଚେତନ କରୁଥିବା ଦେଖାଦେଇଛି । ଅଧିକାଂଶ ସ୍ଥାନରେ ଜନଗହଳି ନକରିବା ପାଇଁ ସ୍ଥାନିୟ ପ୍ରଶାସନ ଅତ୍ୟାବଶ୍ୟକ ଜିନିଷ ବିକ୍ରୟ ବ୍ୟତିତ ବଜାରର ଅନ୍ୟ ସବୁ ଦୋକାନକୁ ବନ୍ଦ କରି ଦେଇଛନ୍ତି।

ଫଳରେ ଉକ୍ତ ପଦକ୍ଷେପକୁ ସ୍ବାଗତ ଜଣାଇ ରାଇକିଆ ବଜାର ଜନ ଶୁନ୍ୟ ହୋଇଯାଇଛି । ଏଣେ ବଜାର ଜନଶୂନ୍ୟ,ତେଣେ ବର୍ଷାର ତାଣ୍ଡବ । ତୁହାକୁ ତୁହା ବର୍ଷା ସାଙ୍ଗକୁ ବିଜୁଳି, ଘଡଘଡି,କୁଆ ପଥର ସହ କିଛି ମାତ୍ରାରେ ପବନ ମଧ୍ୟ ଲୋକଙ୍କୁ ଭୟଭିତ କରିଦେଇଛି । ଏପଟେ କରୋନା ଭୟ, ସେପଟେ ପ୍ରକୃତିର ଭୟରେ ଲୋକେ ଅତିଷ୍ଟ ।ଏହାକୁ ଦେଖି କିଛି ଲୋକ କୁହାକୁହି ହେଉଛନ୍ତି ଯେ ପ୍ରକୃତି ପ୍ରତି ହେଉଥିବା ଅନ୍ୟାୟର ଏହା ଏକ ପ୍ରତିଫଳନ ମାତ୍ର । ପୃଥିବୀରେ ବର୍ତ୍ତମାନ ଦେଶଦେଶ ମଧ୍ୟରେ ଯୋଉ ଅଶାନ୍ତିର ବାତାବରଣ ଦେଖାଦେଇଛି ତାକୁ ସମାପ୍ତ କରିବାକୁ ପ୍ରକୃତି ଏମିତ ହିଁ ପ୍ରତିଶୋଧ ନେବ । ମାଳିକା ସତ ହେବ ସୃଷ୍ଠି ଧିରେ ଧିରେ ଧ୍ବସଂ ଆଡକୁ ଗତି କରିବ କି ବୋଲି ଜନସାଧାରଣରେ ଚର୍ଚ୍ଚା |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଆଜି ବଲାଙ୍ଗୀରରେ ୭ଜଣ କରୋନା ଆକ୍ରାନ୍ତ, ରାଜ୍ୟରେ ମୋଟ ୧୮୧୯ ଓ ସୁସ୍ଥ ହେଲେ ୯୭୭

ଭୁବନେଶ୍ୱର, ୩୦ା୫(ଓଡ଼ିଶା ନ୍ୟୁଜ୨୪): ରାଜ୍ୟରେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଆଜି ଆଉ ୯୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ...

ଲକ ଡାଉନ ସମୟରେ ରକ୍ତର ଅଭାବକୁ ଦୂର ପାଇଁ ରକ୍ତଦାନ ଶିବିର ଅନୁଷ୍ଠିତ

ରିପୋର୍ଟ: ଆଲୋକ ପଣ୍ଡା //ଭୁବନେଶ୍ୱର (୨୯/୦୫): ଲକ ଡାଉନ ସମୟରେ ଦେଖାଦେଇଥିବା ରକ୍ତର ଘୋର ଅଭାବକୁ ଦୂର କରିବାକୁ ଯାଇ ବିଭିନ୍ନ ସାମାଜିକ ଅନୁଷ୍ଠାନ ଅଣ୍ଟା ଭିଡ଼ିଛନ୍ତି l...

ଅ।ନ୍ତଜାତି ବିବାହ ପ୍ରତ୍ସାହନ ରାଶି ପ୍ରଦାନ କଲେ ମାନ୍ୟବର ମନ୍ତ୍ରୀ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡ଼ା (୩୦/୦୫): ଅନୁସୂଚିତ ଜାତି ଝିଅ/ପୁଅ ସହିତ ଅନ୍ୟ ଜାତିରେ ବିବାହ କରିଥିବା କରିଥିବା ୧୧ଯୋଡ଼ା ବର କନ୍ୟାଙ୍କୁ ସରକାର ଙ୍କ ତରଫରୁ...

Recent Comments

%d bloggers like this: