Advertisements
Saturday, May 30, 2020
Home headline ଅଦିନିଆ କରକାପାତ, ବ୍ୟାପକ ପନିପରିବା ଫସଲ ନଷ୍ଟ

ଅଦିନିଆ କରକାପାତ, ବ୍ୟାପକ ପନିପରିବା ଫସଲ ନଷ୍ଟ

ରିପୋର୍ଟ: ବିମଳେନ୍ଦୁ ସାହୁ //
ଲୋଇସିଂହା (୦୭/୦୪): ଲୋଇସିଂହା ବ୍ଲକର ବିଭିନ୍ନ ସ୍ଥାନରେ ମଙ୍ଗଳବାର ଅପରାହ୍ନରେ ବ୍ୟାପକ କରାମାଡ଼ ହୋଇଥିବା ଜଣାଯାଇଛି ।

ପ୍ରାୟ ୪ ଟା ବେଳକୁ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବା ଆରମ୍ଭ କରିଥିଲା । ପରେ ପରେ ପ୍ରଚୁର ପରିମାଣରେ କୁଆପଥର ମାଡ଼ ହୋଇଥିଲା । ସଦର ବ୍ଳକ ସମେତ ଝାରମୁଣ୍ଡା, ତାଲଜୁରୀ, ଉପର୍ବାହାଲ, କୁଶମେଲ, ଯୋଗୀସରଦା, ବୁର୍ଡା, ବାଦୀଵାହାଲ, ହୀରାପୁର ପ୍ରଭୃତି ଅଂଚଳରେ କରାମାଡ଼ ଯୋଗୁଁ ବ୍ୟାପକ ପରିମାଣର ପନିପରିବା ଚାଷ ନଷ୍ଟ ହୋଇଥିବା ଜଣାଯାଇଛି |ଋଣ ଆଣି ପନିପରିବା ଚାଷ କରିଥିବା ପ୍ରଭାବିତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ସକାଶେ ସାଧାରଣରେ ଦାବି ହେଉଛି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଆଜି ବଲାଙ୍ଗୀରରେ ୭ଜଣ କରୋନା ଆକ୍ରାନ୍ତ, ରାଜ୍ୟରେ ମୋଟ ୧୮୧୯ ଓ ସୁସ୍ଥ ହେଲେ ୯୭୭

ଭୁବନେଶ୍ୱର, ୩୦ା୫(ଓଡ଼ିଶା ନ୍ୟୁଜ୨୪): ରାଜ୍ୟରେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଆଜି ଆଉ ୯୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ...

ଲକ ଡାଉନ ସମୟରେ ରକ୍ତର ଅଭାବକୁ ଦୂର ପାଇଁ ରକ୍ତଦାନ ଶିବିର ଅନୁଷ୍ଠିତ

ରିପୋର୍ଟ: ଆଲୋକ ପଣ୍ଡା //ଭୁବନେଶ୍ୱର (୨୯/୦୫): ଲକ ଡାଉନ ସମୟରେ ଦେଖାଦେଇଥିବା ରକ୍ତର ଘୋର ଅଭାବକୁ ଦୂର କରିବାକୁ ଯାଇ ବିଭିନ୍ନ ସାମାଜିକ ଅନୁଷ୍ଠାନ ଅଣ୍ଟା ଭିଡ଼ିଛନ୍ତି l...

ଅ।ନ୍ତଜାତି ବିବାହ ପ୍ରତ୍ସାହନ ରାଶି ପ୍ରଦାନ କଲେ ମାନ୍ୟବର ମନ୍ତ୍ରୀ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡ଼ା (୩୦/୦୫): ଅନୁସୂଚିତ ଜାତି ଝିଅ/ପୁଅ ସହିତ ଅନ୍ୟ ଜାତିରେ ବିବାହ କରିଥିବା କରିଥିବା ୧୧ଯୋଡ଼ା ବର କନ୍ୟାଙ୍କୁ ସରକାର ଙ୍କ ତରଫରୁ...

Recent Comments

%d bloggers like this: