ଡ଼. ବି ଆର ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା

0
183
ପ୍ରତିଷ୍ଠା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୪/୦୪) : ଆଜି ପବିତ୍ର ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ସହ ବିଭିନ୍ନ ଯାଗାରେ ଆମ୍ବେଦକର ଙ୍କ ୧୩୪ ତମ ଜୟନ୍ତୀ ମହାସମାରୋହ ରେ ପାଳିତ ହୋଇଯାଇଛି ।

ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଶିଆଳି ଉନ୍ନତ ହାଇସ୍କୁଲ ପରିସର ରେ ଡ଼. ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ଉନ୍ମାଚନ ହୋଇଛି । ଶିଆଳି ହାଇସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀ ଦେବରାଜ ଜେନା ଙ୍କ ନେତୃତ୍ୱ ରେ ପାଳିତ ଏହି ଉତ୍ସବ ବ୍ଲକ ବିଡ଼ିଓ ଶ୍ରୀ କପିଳେଶ୍ୱର ତାଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୂର୍ତ୍ତି କୁ ଉନ୍ମଚନ କରିଥିଲେ । ବହୁ ଶିକ୍ଷକ ଓ କର୍ମଚାରୀ ହୋଗଦେଇଥିଲେ ।