Advertisements
Tuesday, July 14, 2020
Home Corona Lockdown ଟ୍ରେନଲାଇନରେ ଚାଲି ଚାଲି ଯାଉଥିବା ଶ୍ରମିକଙ୍କୁ ସଙ୍ଗରୋଧ କମୁନିଟି ହଲରେ ରଖିଲା ପ୍ରଶାସନ

ଟ୍ରେନଲାଇନରେ ଚାଲି ଚାଲି ଯାଉଥିବା ଶ୍ରମିକଙ୍କୁ ସଙ୍ଗରୋଧ କମୁନିଟି ହଲରେ ରଖିଲା ପ୍ରଶାସନ

ରିପୋର୍ଟ: ଅମୁଲ୍ୟ ନିସଙ୍କ //
ରାୟଗଡା(୦୪/୦୪): ଲକ ଡାଉନର ଘୋଷଣା ଯୋଙ୍ଗୁ ସାରା ଭାରତ ରେ ମୋଟର ଗାଡି ଟ୍ରେନ ଚଳାଚଳ ବନ୍ଦ ରହିଥିବାରୁ ଶ୍ରମିକ ମାନେ ନିଜ ନିଜ ଗାଁ ଅଭିମୁଖେ ଚାଲି ଚାଲି ଯିବାର ଦେଖିବାକୁ ମିଳୁଛି |

ଆଜି ଵିଶାଖାପାଟଣା ରୁ ୧୭ ଜଣ ଶ୍ରମିକ ଗତ ୩୦ .୦୩ .୨୦୧୯ ତାରିଖରୁ ବିଶାଖପାଟନା ରୁ ବାହାରି ଟ୍ରେନ ଲାଇନରେ ଚାଲି ଚାଲି ଜୁନାଗଡ଼ ଅଭିମୁଖେ ଭୋକ ଉପାସରେ ରାତି ଦିନ ଵର୍ଷାକୁ ଖାତିର ନ କରି କରୋନା ପାଇଁ କମ୍ପାନୀ କାମ ଵନ୍ଦ ରହିଥିବା ବେଳେ ଏମାନେ ଘର ମୁହା ହୋଇ ଆସୁଥିବା ବେଳେ ଶେସଖାଲ ଠାରେ ସରପଞ୍ଚ ଏମାନଙ୍କୁ ଖାଇବାକୁ କାଲି ଦେଇଥିଲେ ।

ଆଜି ମୁନିଗୁଡା ଆଇ ଆଇ ସି ଶ୍ରୀରାଜେନ୍ଦ୍ର ପ୍ରସାଦ ଦେହୁରୀ ଖବର ପାଇ ପୋଲିସ ନିରଞ୍ଜନ ଦାଶ ଓ ଅନ୍ୟ କିଛି କର୍ମଚାରୀଙ୍କୁ ନେଇ ସମ୍ପୃକ୍ତ ଶ୍ରମିକ ମାନେ ଟ୍ରେନ୍ ଲାଇନ୍ ଉପରେ ଚାଲି ଚାଲି ଯାଉଥିବା ବେଳେ ମୁନିଗୁଡା ଲେଭଲ କ୍ରସିଙ୍ ନିକଟରୁ ଅଟକାଇ ତହସିଲଦାର ଓ ବିଡିଓଙ୍କୁ ଖବର ଦେବା ପରେ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କ ର ଖାଦ୍ୟ ପେୟର ଵ୍ୟବସ୍ତା କରାଯାଇ ଡାଙ୍କୁ ସଙ୍ଗରୋଧ କମୁନିଟ୍ ହଲରେ ରଖାଯାଇଛି । ଡାକ୍ତର ଦଳ ସେମାନଙ୍କର ନମୂନା ନେଇଛନ୍ତି | ୧୪ ତାରିଖ ପର୍ଯ୍ୟନ୍ତ ସେହି ଗୃହରେ ରଖାଯିବ ବୋଲି ସୂଚନା ମିଳିଛି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ମାହେଶ୍ୱରୀ ସଂଗଠନ ପକ୍ଷରୁ ସହାୟତା ପ୍ରଦାନ

ରିପୋର୍ଟ: ବିମଳେନ୍ଦୁ ସାହୁ //ଲୋଇସିଂହା(୧୪/୦୭): ଲୋଇସିଂହା ନିକଟସ୍ଥ କଲ୍ଳିପାଟ ଗ୍ରାମ ର ଶାନ୍ତି ପଧାନ ନାମକ ଜଣେ ଅସହାୟ ମହିଳାଙ୍କ ଛାତ ଖପର ଭାଙ୍ଗି ଯାଇ ପାଣି ଗଲୁଥିବାରୁ...

ଭବାନୀପାଟଣା ରେ ବିଜୁ ଜନତା ଦଳର ନୂତନ କାର୍ଯ୍ୟାଳୟ ଉଦ୍ଘାଟନ

ରିପୋର୍ଟ: ମାନସ ରଞ୍ଜନ ରାଉତ //କଳାହାଣ୍ଡି (୧୪/୦୭): ଆଜି କଳାହାଣ୍ଡି ଜିଳ୍ଲା ଭବାନୀପାଟଣା ସହରରେ ଜିଲ୍ଲା ବିଜୁ ଜନତା ଦଳର ନୂତନ କାର୍ଯ୍ୟାଳୟ ଉଦ୍ଘାଟିତ ହୋଇ ଯାଇଛି ।

ଅମାନିଆଙ୍କ ଲାଗି ବଢୁଛି ଚିନ୍ତା, ଚାଉଳ ବଣ୍ଟନ ବେଳେ ରହୁନି ସାମାଜିକ ଦୂରତା

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା(୧୪/୦୭): ବୈପାରୀଗୁଡାରେ କରୋନା ସଂକ୍ରମଣର ପ୍ରଭାବ ବଢିଚାଲିଛି। ଏଠାରେ ସ୍ୱାସ୍ଥ୍ୟ କର୍ମୀ ଓ ପୋଲିସ କର୍ମଚାରୀ ଲୋକାଲ ପଜିଟିଭ ଚିହ୍ନଟ ପରେ ଗୋଷ୍ଠୀ ସଂକ୍ରମଣକୁ...

ସ୍ବାସ୍ଥ୍ୟ କର୍ମୀଙ୍କ ଦ୍ଵାରା କରୋନା ମୁକାବିଲା ପାଇଁ ସଚେତନ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୧୪/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ସୁନାଖଣ୍ଡି ଗ୍ରାମ ପଞ୍ଚାୟତ ର ମନେଇଗୁଡା ଗାଁରେ ଅଙ୍ଗନୱାଡ଼ି,ଏ...

Recent Comments

%d bloggers like this: