Advertisements
Monday, July 6, 2020
Home Corona Lockdown ଅସହାୟଙ୍କୁ ଖାଦ୍ୟ ଯୋଗାଉଛି ମିତ୍ର ସ୍ବେଛାସେବୀ ସଂସ୍ଥା

ଅସହାୟଙ୍କୁ ଖାଦ୍ୟ ଯୋଗାଉଛି ମିତ୍ର ସ୍ବେଛାସେବୀ ସଂସ୍ଥା

ରିପୋର୍ଟ: ଅମୁଲ୍ୟ ନିସଙ୍କ //
ରାୟଗଡା(୦୪/୦୪): ସାରା ଭାରତରେ ତାଲା ବନ୍ଦ ଚାଲିଥିବା ବେଳେ ରାୟଗଡାରେ ଏହାର ପ୍ରଭାବ ବହୁ ମାତ୍ରାରେ ପଡିଛି କିନ୍ତୁ ଖଟିଖିଆ ଦିନ ମଜୁରିଆ ଭିକାରିଙ୍କ ଉପରେ ଏହାର ପ୍ରଭାବ ବହୁ ମାତ୍ରାରେ ପଡିଛି |

ସେମାନଙ୍କ ପାଖରେ ଯାହାଗଛିତ ଖାଦ୍ୟ ଥିଲା ତାହା ସମ୍ପୂର୍ଣ୍ଣ ଭାବେ ସାରିଲାଣି ତଥାପି ସେମାନେ ଏହି ହୃଦୟର ସହିତ ଏହି ଲକ ଡାଉନକୁ ସ୍ୱାଗତ କରିଛନ୍ତି ଓ କହିଛନ୍ତି ଜୀବନ ଆଗ ଜୀବନ ଜୀବିକା ପଛେ ଜୀବନ ଥିଲେ ନିଶ୍ଚୟ ଜୀବିକା ମିଳିବ ଏଥିପାଇଁ ଆମର ଚିନ୍ତା ନାହିଁ କିନ୍ତୁ କରୋନା ମୁକ୍ତ ସମାଜ ଗଠନ ପାଇଁ ଆମେ ସଂକଳ୍ପ ବଦ୍ଧ | ଏହି ମାନଙ୍କ ଦୁଃଖ ଦୁର୍ଦଶା ଦେଖି ଦିଲ୍ଲୀରେ ଏକ ସ୍ବେଛାସେବୀ ସଂସ୍ଥା ମିତ୍ର ଫାଉଣ୍ଡେସନ ଆଗେଇ ଆସି ସହରରେ ରେଲ୍ୱେ କଲୋନୀ ବସଷ୍ଟାଣ୍ଡ ଝୁପୁଡି ପଟି ବିଭିନ୍ନ ଅଂଚଳ ବୁଲି ରନ୍ଧା ଖାଦ୍ୟ ଦୁଇ ବେଳା ଓ ଜଳଖିଆ ସକାଳ ସମୟରେ ବଣ୍ଟନ କରୁଛନ୍ତି |

ଦୀର୍ଘ ୧୧ ଦିନ ଧରି ଏହି କାର୍ଯ୍ୟ ଜାରିରଖିଛନ୍ତି ଶ୍ରୀନିବାସ, ଟିଂକୁ କୁମାର, ପ୍ରଣବ କୁମାର ମହାନନ୍ଦ ସୁବାଷ ସିଂ ମାଝୀଙ୍କ ସହିତ ଅନ୍ୟ କର୍ମକର୍ତ୍ତା ମାନେ | ରନ୍ଧା ଖାଦ୍ୟ ପ୍ରସ୍ତୁତ କରି ପେକେଟ ବନାଇ ଭୋକିଲାଙ୍କୁ ଖାଦ୍ୟ ଯୋଗାଇ ଆସୁଛନ୍ତି | ଏହା ତାଲା ବନ୍ଦ ଉଠିଲା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସଂସ୍ଥାର ମୁଖ୍ୟ ଶ୍ରୀନିବାସ କହିଛନ୍ତି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: