Advertisements
Tuesday, July 14, 2020
Home Corona Lockdown ଗୋଠୁଗୁଡା ପଞ୍ଚାୟତର ସନଦାଦର‌ ଗ୍ରାମରେ ହିତାଧିକାରୀ ମାନଙ୍କୁ କଣ୍ଟ୍ରୋଲ ଚାଉଳ, ଗହମ ଓ ଟଙ୍କା ବଣ୍ଟନ

ଗୋଠୁଗୁଡା ପଞ୍ଚାୟତର ସନଦାଦର‌ ଗ୍ରାମରେ ହିତାଧିକାରୀ ମାନଙ୍କୁ କଣ୍ଟ୍ରୋଲ ଚାଉଳ, ଗହମ ଓ ଟଙ୍କା ବଣ୍ଟନ

ରିପୋର୍ଟ: ନିରୋଜ କୁମାର ପାଣି //
ପଦ୍ମପୁର (୪/୪): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ଝାରବନ୍ଦ ବ୍ଳକ ଅନ୍ତର୍ଗତ ଗୋଠୁଗୁଡା ପଞ୍ଚାୟତ ସନଦାଦର ଗ୍ରାମ ରେ ରାସନ କାର୍ଡ ହିତାଧିକାରୀଙ୍କୁ ଚାଉଳ, ଗହମ ଓ ବର୍ତ୍ତମାନ ସାରା ବିଶ୍ବରେ କରୋନା ଭାଇରସ ର ଲକ୍ ଡାଉନ୍ ର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଯୋଜନା କରିଥିବା ରାସନ କାର୍ଡ ହିତାଧିକାରୀଙ୍କୁ ୧୦୦୦ ଟଙ୍କା ଲେଖାଏଁ ପ୍ରତି ପରିବାରକୁ ପ୍ରଦାନ କରାଯାଇଥିଲା ।

ସାମାଜିକ ଦୂରତା ଏକ ମିଟର ବ୍ୟବଧାନରେ ହିତାଧିକାରୀ ଙ୍କୁ ବଣ୍ଟନ କରାଯାଇଥିଲା । ଏଥିରେ ସରପଞ୍ଚ ଶ୍ରୀମତୀ ଚମ୍ପାବାଇ ନାଏକ, କାର୍ଯ୍ୟ ନିର୍ବାହ ଅଧିକାରୀ ଚମ୍ପୁଲାଲ ଲୁହାର ,ଯୋଗାଣ ସହାୟକ ଅରୁଣ କୁମାର ପଟେଲ , ଗ୍ରାମ ରୋଜଗାର ସେବକ ଜୟନ୍ତ କୁମାର ଭୋଇ , ଗ୍ରାମ ପଞ୍ଚାୟତ ପିଅନ ଯୋଗେନ୍ଦ୍ର ସାହୁ ପ୍ରମୁଖ ବଣ୍ଟନ କରିଥିବା ବେଳେ ବରଗଡ଼ ଜିଲ୍ଲାପାଳ ଜ୍ୟୋତିରଞନ ପ୍ରଧାନ ଝାରବନ୍ଧ ବିଡିଓ ରୁନୁ ଲାକ୍ରା ,ଝାରବନ୍ଦ ଯୋଗାଣ ଅଧିକାରୀ ବିରେନ୍ଦ୍ର ସୁରେନ ପ୍ରମୁଖ ପହଞ୍ଚି ହିତାଧିକାରୀ ଠିକ୍ ଭାବରେ ପାଉଛନ୍ତି କି ସାମାଜିକ ଦୂରତା ବ୍ୟବଧାନ ପାଳନ କରାଯାଇଥିବା ସମିକ୍ଷା କରିଥିଲେ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ମାହେଶ୍ୱରୀ ସଂଗଠନ ପକ୍ଷରୁ ସହାୟତା ପ୍ରଦାନ

ରିପୋର୍ଟ: ବିମଳେନ୍ଦୁ ସାହୁ //ଲୋଇସିଂହା(୧୪/୦୭): ଲୋଇସିଂହା ନିକଟସ୍ଥ କଲ୍ଳିପାଟ ଗ୍ରାମ ର ଶାନ୍ତି ପଧାନ ନାମକ ଜଣେ ଅସହାୟ ମହିଳାଙ୍କ ଛାତ ଖପର ଭାଙ୍ଗି ଯାଇ ପାଣି ଗଲୁଥିବାରୁ...

ଭବାନୀପାଟଣା ରେ ବିଜୁ ଜନତା ଦଳର ନୂତନ କାର୍ଯ୍ୟାଳୟ ଉଦ୍ଘାଟନ

ରିପୋର୍ଟ: ମାନସ ରଞ୍ଜନ ରାଉତ //କଳାହାଣ୍ଡି (୧୪/୦୭): ଆଜି କଳାହାଣ୍ଡି ଜିଳ୍ଲା ଭବାନୀପାଟଣା ସହରରେ ଜିଲ୍ଲା ବିଜୁ ଜନତା ଦଳର ନୂତନ କାର୍ଯ୍ୟାଳୟ ଉଦ୍ଘାଟିତ ହୋଇ ଯାଇଛି ।

ଅମାନିଆଙ୍କ ଲାଗି ବଢୁଛି ଚିନ୍ତା, ଚାଉଳ ବଣ୍ଟନ ବେଳେ ରହୁନି ସାମାଜିକ ଦୂରତା

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା(୧୪/୦୭): ବୈପାରୀଗୁଡାରେ କରୋନା ସଂକ୍ରମଣର ପ୍ରଭାବ ବଢିଚାଲିଛି। ଏଠାରେ ସ୍ୱାସ୍ଥ୍ୟ କର୍ମୀ ଓ ପୋଲିସ କର୍ମଚାରୀ ଲୋକାଲ ପଜିଟିଭ ଚିହ୍ନଟ ପରେ ଗୋଷ୍ଠୀ ସଂକ୍ରମଣକୁ...

ସ୍ବାସ୍ଥ୍ୟ କର୍ମୀଙ୍କ ଦ୍ଵାରା କରୋନା ମୁକାବିଲା ପାଇଁ ସଚେତନ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୧୪/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ସୁନାଖଣ୍ଡି ଗ୍ରାମ ପଞ୍ଚାୟତ ର ମନେଇଗୁଡା ଗାଁରେ ଅଙ୍ଗନୱାଡ଼ି,ଏ...

Recent Comments

%d bloggers like this: