Advertisements
Tuesday, July 14, 2020
Home Corona Lockdown ବ୍ରହ୍ମ ବରଦାରେ ଯାଜପୁର ଜିଲ୍ଲାର ପ୍ରଥମ କରୋନା ରୋଗୀ ଚିହ୍ନଟ, ବରୀ ପ୍ରଶାସନ ତରଫରୁ ବ୍ଲକ...

ବ୍ରହ୍ମ ବରଦାରେ ଯାଜପୁର ଜିଲ୍ଲାର ପ୍ରଥମ କରୋନା ରୋଗୀ ଚିହ୍ନଟ, ବରୀ ପ୍ରଶାସନ ତରଫରୁ ବ୍ଲକ ସୀମା ସିଲ୍

ରିପୋର୍ଟ: ସତ୍ୟଜିତ ବାରିକ //
ଯାଜପୁର(୦୪/୦୪): ଯାଜପୁର ଜିଲ୍ଲା ବ୍ରହ୍ମ ବରଦାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ରହ୍ମ ବରଦାର ୩କିମି ଅଞ୍ଚଳକୁ ସଟ୍ ଡାଉନ୍ ଘୋଷଣା କରାଯାଇଥିଲା ବେଳେ ଆଜି ବରୀ ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ ସୀମାକୁ ଗୋଳକୁଣ୍ଡ ଠାରେ ସିଲ୍ କରାଯାଇଛି |

ଜିଲ୍ଲାପାଳ ଯାଜପୁର ଙ୍କ ନିର୍ଦେଶ କ୍ରମେ ବରୀ ତହସିଲଦାର ସରୋଜ କାନ୍ତ ନାୟକ ଏବଂ ବରୀ ଥାନା ଅଧିକାରୀ ମାର୍କଣ୍ଡ ମିଶ୍ର ରସୁଲପୁର ବ୍ଲକର ବନ୍ଧଢିଅ ପଞ୍ଚାୟତକୁ ଲାଗିଥିବା ବରୀ ବ୍ଲକର ଗୋଳକୁଣ୍ଡ ପଞ୍ଚାୟତ ସୀମାକୁ ଆଜି ସକାଳେ ସିଲ୍ କରିଛନ୍ତି । ସୀମା ସିଲ୍ ସମୟରେ ଗୋଳକୁଣ୍ଡ ପଞ୍ଚାୟତର ସରପଞ୍ଚ ଶରତ କୁମାର ଜେନା ଉପସ୍ଥିତ ଥିଲେ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ମାହେଶ୍ୱରୀ ସଂଗଠନ ପକ୍ଷରୁ ସହାୟତା ପ୍ରଦାନ

ରିପୋର୍ଟ: ବିମଳେନ୍ଦୁ ସାହୁ //ଲୋଇସିଂହା(୧୪/୦୭): ଲୋଇସିଂହା ନିକଟସ୍ଥ କଲ୍ଳିପାଟ ଗ୍ରାମ ର ଶାନ୍ତି ପଧାନ ନାମକ ଜଣେ ଅସହାୟ ମହିଳାଙ୍କ ଛାତ ଖପର ଭାଙ୍ଗି ଯାଇ ପାଣି ଗଲୁଥିବାରୁ...

ଭବାନୀପାଟଣା ରେ ବିଜୁ ଜନତା ଦଳର ନୂତନ କାର୍ଯ୍ୟାଳୟ ଉଦ୍ଘାଟନ

ରିପୋର୍ଟ: ମାନସ ରଞ୍ଜନ ରାଉତ //କଳାହାଣ୍ଡି (୧୪/୦୭): ଆଜି କଳାହାଣ୍ଡି ଜିଳ୍ଲା ଭବାନୀପାଟଣା ସହରରେ ଜିଲ୍ଲା ବିଜୁ ଜନତା ଦଳର ନୂତନ କାର୍ଯ୍ୟାଳୟ ଉଦ୍ଘାଟିତ ହୋଇ ଯାଇଛି ।

ଅମାନିଆଙ୍କ ଲାଗି ବଢୁଛି ଚିନ୍ତା, ଚାଉଳ ବଣ୍ଟନ ବେଳେ ରହୁନି ସାମାଜିକ ଦୂରତା

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା(୧୪/୦୭): ବୈପାରୀଗୁଡାରେ କରୋନା ସଂକ୍ରମଣର ପ୍ରଭାବ ବଢିଚାଲିଛି। ଏଠାରେ ସ୍ୱାସ୍ଥ୍ୟ କର୍ମୀ ଓ ପୋଲିସ କର୍ମଚାରୀ ଲୋକାଲ ପଜିଟିଭ ଚିହ୍ନଟ ପରେ ଗୋଷ୍ଠୀ ସଂକ୍ରମଣକୁ...

ସ୍ବାସ୍ଥ୍ୟ କର୍ମୀଙ୍କ ଦ୍ଵାରା କରୋନା ମୁକାବିଲା ପାଇଁ ସଚେତନ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୧୪/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ସୁନାଖଣ୍ଡି ଗ୍ରାମ ପଞ୍ଚାୟତ ର ମନେଇଗୁଡା ଗାଁରେ ଅଙ୍ଗନୱାଡ଼ି,ଏ...

Recent Comments

%d bloggers like this: