Thursday, October 29, 2020
Home Corona Virus Awereness କନ୍ଧମାଳ ପୋଲିସର ଅଭିନବ ପ୍ରୟାସ, ସଚେତନ ପାଇଁ ଗୀତ ଗାଇଲେ ପୋଲିସ ଅଧିକାରୀ,ମ୍ୟୁଜିକ ଆଲବମ ଉନ୍ମୋଚନ...

କନ୍ଧମାଳ ପୋଲିସର ଅଭିନବ ପ୍ରୟାସ, ସଚେତନ ପାଇଁ ଗୀତ ଗାଇଲେ ପୋଲିସ ଅଧିକାରୀ,ମ୍ୟୁଜିକ ଆଲବମ ଉନ୍ମୋଚନ କଲେ ଏସ ପି ପ୍ରତୀକ ସିଂ

ରିପୋର୍ଟ: ବିଭୁତି ଲହରିଆ //
ବାଲିଗୁଡା (୦୪/୦୪): ସାରା ବିଶ୍ବରେ କୋରନା ଭାଇରସ କାୟା ବିସ୍ତାର କରୁଥିବା ବେଳେ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି । ଦିନକୁ ଦିନ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଛି ଏହାକୁ ଦୃଷ୍ଟିରେ ରଖି ସମଗ୍ର ଭାରତରେ ଏକୋଇଶ ଦିନପାଇଁ ଲକ ଡାଉନ ବ୍ୟବସ୍ଥା କରିଛି ।

ଓଡିଶାରେ ମଧ୍ୟ ଲକ ଡାଉନ ଓ ସଟ ଡାଉନ କଡାକଡି କରାଯାଇଛି।କରୋନା ବିରୋଦ୍ଧରେ ଲଢେଇ ପାଇଁ କନ୍ଧମାଳ ପୋଲିସ ଅଭିନୟ ଉପାୟରେ ଲୋକଙ୍କୁ ଘରେ ରହିବାକୁ ସଚେତନ କରୁଛି । ଗାଁ ଗାଁରେ ବୁଲି ଡାକବାଜି ଯନ୍ତ୍ରରେ ସଚେତନତା ସୃଷ୍ଟି କରିବା ସହିତ ଅମାନିଆ ଗ୍ୟାଙ୍ଗ କୁ ପ୍ଲାକାର୍ଡ ଧରାଇଛି ଏହାପରେ ଆଉପାଦେ ଆଗେଇଛି କନ୍ଧମାଳ ଏସ ପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶ କ୍ରମେ ବାଲିଗୁଡା ପୋଲିସ ପକ୍ଷରୁ ସଚେତନ ବାର୍ତ୍ତା ବାଣ୍ଟିବା ପାଇଁ ଏକ ଭିଡିଓ ଆଲବମ ଉନ୍ମୋଚନ କରିଛନ୍ତି କନ୍ଧମାଳ ଏସ ପି ।

ଏସ ଡି ପି ଓ ମାନସ ରଂଜନ ବାରିକ ଏହିଭିଡିଓ ଆଲବମର ଗୀତ ଓ ସଂଗୀତରେ ସଜେଇଥିବା ବେଳେ ଆଇ ଆଇ ସି ପ୍ରଶାନ୍ତ ବେହେରା କଣ୍ଠଦାନ କରିଛନ୍ତି । ଏହି ଭିଡିଓ ନିଶ୍ଚିତ ଭାବରେ ଜନାଦୃତ ହୋଇପାରବ ଓ ଲୋକେ ସଚେତନ ହୋଇପାରିବେ ବୋଲି ସମସ୍ତେ ଆଶାବାଦୀ ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସେପ୍ଟେମ୍ବର ମାସର ଦରମା ପାଇନାହାନ୍ତି ଜୁନାଗଡ ଆରଏମସି କର୍ମଚାରୀ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା // ଜୁନାଗଡ଼ (୨୮/୧୦): କଳାହାଣ୍ଡି ତା.୨୮.୧୦.୨୦୨୦ ଅକ୍ଟୋବର ଶେଷ ହେବାକୁ ବସିଲାଣି ଜୁନାଗଡ ନିୟନ୍ତ୍ରିତ ବଜାର କମିଟୀ (ଆରଏମସି) ର କର୍ମଚାରୀ ମାନେ ସେପ୍ଟେମ୍ବର ମାସର ଦରମା ପାଇପାରିନଥିବା ଜଣାପଡିଛି...

ରାୟଗଡ଼ା ସାମ୍ବାଦିକ ସୁଶାନ୍ତ ଦାସଙ୍କ ବଡବାପା ରତ୍ନାକର ଦାସଙ୍କ ପରଲୋକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡା (୨୮/୧୦): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ଚନ୍ଦନ ନଗର ଗ୍ରାମପଞ୍ଚାୟତ ଅଧୀନସ୍ଥ ଗୋପ୍ତିରା ଗ୍ରାମର ଶ୍ରୀଯୁକ୍ତ ରତ୍ନାକର ଦାସ ଙ୍କ ଗତ ରବିବାର ରାତ୍ର...

ଏସାର- ଗୁରୁକୁଳ ର ଭାରତ କାର୍ଯ୍ୟାଳୟ ଉଦଘାଟିତ

ରିପୋର୍ଟ: ସତ୍ୟଜିତ ବାରିକ // ଭୁବନେଶ୍ୱର / ନୂଆଦିଲ୍ଲୀ / ମାଞ୍ଚେଷ୍ଟର - ୨୭.୧୦): ଭାରତ ବର୍ଷର ପ୍ରାଚୀନ ଗୁରୁକୁଳ ଶିକ୍ଷା ପରମ୍ପରା ଖୁବ ମହାନ ଓ ମହିମାମୟ ଥିଲା ବୋଲି ଓଡିଶା ବିଧାନ...

ଯୁବକଙ୍କ ଶବ ଉଦ୍ଧାର, ହତ୍ୟା ଅଭିଯୋଗ

ରିପୋର୍ଟ: ଚିତ୍ତରଞ୍ଜନ ବାଗ // ଗୋଲାମୁଣ୍ଡା (୨୭/୧୦): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ପୁଲିସ ଦ୍ଵାରା ଗତ କାଲି ସନ୍ଧ୍ୟା ସମୟରେ ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଗଇଣ୍ଡି ମୁଣ୍ଡା ଠାରେ ଜଣେ ଯୁବକଙ୍କ ଶବ ଉଦ୍ଧାର...

Recent Comments

%d bloggers like this: