କାଶୀନଗର ଥାନା ଏ ଏସ ଆଇ ସମ୍ମାନିତ

0
118
କାଶୀନଗର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୪/୦୪) : ଗଜପତି ଜିଲ୍ଲା ର କାଶୀନଗର ଥାନା ର ଏ ଏସ ଆଇ ଡିଜିପି ଙ୍କ ଦ୍ୱାରା ସମ୍ମାନିତ ହୋଇଛନ୍ତି । 

ପ୍ରକାଶ ଥସୁ କି କାଶୀନଗର ଥାନା ରେ କାର୍ଯ୍ୟରତ ଏ ଏସ ଆଇ ବେନୁଗୋପାଳ ରାଜ୍ୟ ପୋଲିସ ନିର୍ଦ୍ଦେଶକ ଶ୍ରୀ ସୁନୀଲ ବଂଶଲ ଙ୍କ ଦ୍ୱାରା ସମ୍ମାନିତ ହୋଇ କୃତଜ୍ଞ୍ୟାତା ପୂରସ୍କାର ପାଇଛନ୍ତି । ଶ୍ରୀ ବେନୁଗୋପାଳ ଙ୍କ କାର୍ଯ୍ୟ ରେ ସନ୍ତୋଷ ପ୍ରକାଶ କରି ଏହି ପୁରସ୍କାର ମିଳିଥିବା ରୁ କାଶୀନଗର ଥାନା ରେ ଆନନ୍ଦ ଖେଳି ଯାଇଛି ।