ବ୍ଲକ କାର୍ଯ୍ୟାଳୟ ରେ ଉତ୍କଳ ଦିବସ ପାଳିତ

0
155
ପାଳିତ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨/୪) : କାଶୀନଗର ବ୍ଲକ କାର୍ଯ୍ୟାଳୟ ପରିସର ରେ ପବିତ୍ର ଉତ୍କଳ ଦିବସ ପାଳିତ ହୋଇଯାଇଛି ।

ଶ୍ରୀ ରାମ କଲେଜ ର ଛାତ୍ର ଓ ଛାତ୍ରୀ ପ୍ରଭାତ ଫେରି କରିବା ପାରେ ବ୍ଲକ କାର୍ଯ୍ୟାଳୟ ରେ ପହଞ୍ଚିଥିଲେ । ସେଠାରେ ବ୍ଲକ ବିଡ଼ିଓ ଶ୍ରୀ କପିଳେଶ୍ୱର ତାଣ୍ଡି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ବ୍ଲକ ଅଧ୍ୟାକ୍ଷା ଶ୍ରୀମତୀ ଵାଲା ସାୟାମ୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏନ ଏ ସି ଉପାଧ୍ୟକ୍ଷ ଶ୍ରୀ ରଘୁରାମ ସାହୁ କାଉନ ସିଲର କାଟିକି ରାମରାଓ ସମାଜସେବୀ ହୃଷିକେଶ ଗୌଡ଼ ପ୍ରଭୁତି ଯୋଗ ଦେଇ ଉତ୍କଳ ଜନନୀ ଙ୍କୁ ଭକ୍ତିପୂତ ଜଣାଇବା ସହ ନବ ଉତ୍କଳ ର ବିନ୍ଧାଣି ମାନଙ୍କୁ ସ୍ମୃତି ଚାରଣ କରିଥିଲେ ।