Friday, March 29, 2024

Top 5 This Week

Related Posts

ବଗିଚାସାହି ସ୍ଥିତ ୩୦ ତମ ଷୋହଳ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ

ରିପୋର୍ଟ : ନରୋତ୍ତମ ପାଢ଼ୀ
ମୁନିଗୁଡା, (୩୧/୩) : ରାୟଗଡା ଜିଲ୍ଲାର ମୁନିଗୁଡା ବଗିଚାସାହି ଠାରେ ଷୋହଳ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2023 03 31 at 22.31.56 ବଗିଚାସାହି ସ୍ଥିତ ୩୦ ତମ ଷୋହଳ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ

ବଗିଚାସାହି ସ୍ଥିତ ୩୦ ତମ ଅନୁଷ୍ଠିତ ଷୋହଳ ପ୍ରହରୀ ନାମ ଯଜ୍ଞ ୨୮ରୁ ଆରମ୍ଭ ହୋଇ ୩୧ ତାରିଖ ପର୍ଯ୍ୟନ୍ତ ନାମ ଯଜ୍ଞ ଶେଷ ପୂଣ୍ନହିତ ହେବ । ୮ଟି କୀର୍ତ୍ତନ ମଣ୍ଡଳୀ ନାମ ଯଜ୍ଞ ରେ ଭାଗ ନେଇ ମହା ଆଡମ୍ବର ଷୋହଳ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରହରୀ ୪ଦିନ ଯାଇ ଅନୁଷ୍ଠିତ ହୋଇ ଆସନ୍ତା ଶୁକ୍ରବାର ଦିନ ବିସର୍ଜନ ହେବ ବୋଳି କମିଟି ପକ୍ଷରୁ ସୂଚନା ମିଲିଛି । ଆଜି ଅତର୍ଥ୍ ଗୁରବାର ସନ୍ଧ୍ୟା ସମୟରେ ବହୁ ସୁନ୍ଦର ବାଭରେ କୀର୍ତ୍ତନ ମଣ୍ଡଳୀ ମାନେ ନାମ ଯଜ୍ଞ ସୂଚାର ରୂପେ ପାଳନ କରାଯାଇଥିଲା । ଏଥିରେ କୋଷାଧ୍ୟକ୍ଷ ଧରଣୀଧର ବେହେରା, ସଭାପତି ରାଜକିଶୋର ବେହେରା, ପଦ୍ମ ସମ୍ପାଦକ ଶତ୍ରୁଘନ ଦୋରା, ପଦ୍ମବେହେରା, ଯଦୁ ବେହେରା, ବିଜୁ ଜନତାଦଳର ଜିଲ୍ଲା ସମ୍ପାଦକ ପୂଣ୍ନଚନ୍ଦ୍ର ଗୌଡ, ବୈକୁଣ୍ଠ, ରାଜ୍ୟ ସମବାୟ ବ୍ୟାଙ୍କ ନିଦ୍ଦେର୍ଶକ ଜଗନ୍ନାଥ ନୁଣ୍ଡରୁକା, ବଛା, ମୁନିଗୁଡା ବିକାଶ ପରିଷଦ ଘନଶ୍ୟାମ ମାର୍ଥା, ମାନସ ରଞ୍ଜନ ବେହେରାଙ୍କ ସହ ସମସ୍ତ ବିକାଶ ପରିଷଦ ସଦସ୍ୟ ଉପସ୍ଥିତ ରହିଥିଲେ । ଏହି ଷୋହଳ ପ୍ରହରୀ ନାମ ଯଜ୍ଞ ରେ ଶହ ଶହ ମହିଳା ପୁରୁଷ କୀର୍ତ୍ତନ ମଣ୍ଡଳୀ ଉପସ୍ଥିତ ରହିଥିଲେ । ଏହି ଷୋହଳ ପ୍ରହରୀ ଚୈତ୍ରମାସ ଶୁକ୍ଳପକ୍ଷ ନବୀନ ତିଥି ରେ ଆରମ୍ଭ ହୋଇଛି ।

Popular Articles