Friday, March 29, 2024

Top 5 This Week

Related Posts

ଅତିରିକ୍ତ ଶିକ୍ଷା ଅଧିକାରୀ ଙ୍କୁ ଅବସର ବିଦାୟ ସମ୍ବର୍ଦ୍ଧନା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧/୪) : କାଶୀନଗର ଗୋଷ୍ଠୀ ଶିକ୍ଷା କେନ୍ଦ୍ର ସଭାଗୃହ ରେ ଆଜି ଅତିରିକ୍ତ ଶିକ୍ଷା ଅଧିକାରୀ ଙ୍କୁ ଅବସର ବିଦାୟ ସମ୍ବର୍ଦ୍ଧନା ଅବସରରେ ବିଦାୟ ସଭା ଅନୁଷ୍ଠିତ ହୋଇଯାଇଛି ।WhatsApp Image 2023 04 01 at 08.42.16 1 ଅତିରିକ୍ତ ଶିକ୍ଷା ଅଧିକାରୀ ଙ୍କୁ ଅବସର ବିଦାୟ ସମ୍ବର୍ଦ୍ଧନା

ସୂଚନା ମୁତାବକ କାଶୀନଗର ର ଅତିରିକ୍ତ ଶିକ୍ଷା ଅଧିକାରୀ ତଥା ବିଶିଷ୍ଟ ଶିକ୍ଷାବିତ ଶ୍ରୀ ଜମାନା କରିୟା ଙ୍କ ସହ ବରିଷ୍ଠ ଶିକ୍ଷକ ଶ୍ରୀ ପର୍ଶୁରାମ କାରୀ ଙ୍କୁ ଗୋଷ୍ଟୀ ଶିକ୍ଷା କାର୍ଯ୍ୟାଳୟ ଓ ଶିକ୍ଷକ ସଙ୍ଘ ତରଫରୁ ବିଦାୟ ଦିଆଯାଇଥିଲା । ଏହି ମର୍ମ ରେ ଏକ ସଭା ବି ଇ ଓ ଶ୍ରୀ ଆଦିକନ୍ଦ ଗମାଙ୍ଗ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ଅତିରିକ୍ତ ବି ଇ ଓ ସୁଶ୍ରୀ ମିନା ବେହେରା, ସ୍ଥାନୀୟ ପୋଲିସ ଅଧିକାରୀ, ଶିକ୍ଷକ ସଙ୍ଘ ସଭାପତି ଶ୍ରୀ ଦେବରାଜ ଜେନା, ସି ଆର ସି ସି ମୋହନ ରାଓ, ମଧୁକୁମାର, ବସନ୍ତ ମିଶ୍ର, ମୁନିକୋଟି ଶ୍ରୀନିବାସ ରାଓ, ଇ ବହୁ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇ ଅବସର ବିଦାୟ ନେଇଥିବା ଶ୍ରୀ କରିୟା ଓ ପର୍ଶୁରାମ ଙ୍କ ଦୀର୍ଘାୟୁ କାମନା କରିଥିଲେ । ଓ ତାଙ୍କ କର୍ମ ମୟ ଜୀବନ ଙ୍କୁ ଉତ୍ସର୍ଗ ଜରି ଥିବାରୁ ଭୁୟସୀ ପ୍ରଶଂସା କରିଥିଲେ ।

Popular Articles