Friday, March 29, 2024

Top 5 This Week

Related Posts

ଶ୍ରୀ ରାମନବମୀ ଉତ୍ସବ ପାଳନ

ରିପୋର୍ଟ : ନରୋତ୍ତମ ପାଢ଼ୀ
ରାୟଗଡା, (୩୦/୩) : ରାୟଗଡା ଜିଲ୍ଲା ବିଷମ କଟକ ଠାରେ ଶ୍ରୀ ରାମନବମୀ ଅତି ଉତ୍ତମ ଭାବରେ ପାଳନ କରାଗଲା ।

ଏହି ଉତ୍ସବ ରେ ବିଷମ କଟକ ର ସମସ୍ତ ଗ୍ରାମ ବାସି ଓ ସମସ୍ତ ବଜରଙ୍ଗ ଦଳ, ମନ୍ୟ ଗଣ ବ୍ୟକ୍ତି ଏବଂ ସମସ୍ତ ମା , ଭଉଣୀ ଛୋଟ ପିଲା ମାନେ କୀର୍ତ୍ତନ ମଣ୍ଡଳୀ, ହାଜର ହାଜର ଭକ୍ତ ବୃନ୍ଦ ମାନଙ୍କ ନେତୃତ୍ବରେ ଶ୍ରୀ ରାମନବମୀ ଅତି ଶାନ୍ତି ଶୃଙ୍ଖଳା ରେ ନଗର ପରିକମା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ବିଷମ କଟକ ର ପ୍ରାସନ ଅତି ସୁନ୍ଦର ଭାବରେ ପଦକ୍ଷେପ ଗ୍ରହଣ କରି ଥିବାରୁ ପ୍ରଶାସନ କୁ ସମସ୍ତ ଗ୍ରାମ ବାସୀ ପ୍ରଶଂସା କରିଥଲେ । ୩୦୦୦ ଲୋକ ଙ୍କ ପ୍ରାସାଦ ସେବନ ବ୍ୟବସ୍ଥା ସ୍ଥାନୀୟ ଶ୍ରୀ ରାମ ମନ୍ଦିର ପ୍ରାଙ୍ଗଣ ରେ କରାଯାଇ ଥିଲା । ସମସ୍ତ ଭକ୍ତ ବୃନ୍ଦ ଅତି ସୁନ୍ଦର ଭାବରେ ପ୍ରାସାଦ ସେବନ କରିଥିଲେ ।

Popular Articles