ବେଆଇନ ଗୋଚାଲାଣ ବେଳେ ଚଢ଼ାଉ

0
102
ବେଳେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଅନୁଗୁଳ, (୩୦/୦୩) : ବେଆଇନ ଗୋଚାଲାଣ ବେଳେ ଉଦ୍ଧାର ହେଲେ ୯୫ ଗୋରୁ । ଦିନକୁ ଦିନ ବଢ଼ି ଚାଲିଛି ଗୋରୁ ଚାଲାଣ ।

ଅନୁଗୋଳ ଜିଲ୍ଲା ସମଲ ଥାନା ପୋଲିସ ବେଆଇନ ଗୋଚାଲାଣ ଉପରେ ଚଢାଉ କରି ୯୫ ଗୋରୁଙ୍କୁ ଉଦ୍ଧାର କରିଛି ।ଚାଲାଣରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରିଥିବା ବେଳେ ବ୍ୟବହୃତ ମୋଟର ସାଇକେଲକୁ ଜବତ କରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର ଥିବା ସୂଚନା ମିଳିଛି ।