Thursday, August 6, 2020
Home Corona Lockdown କନ୍ଧମାଳ ଜିଲାରୁ କରୋନାକୂ ସମୂଳେ ବିନାଶ କରିବାକୁ ଅଣ୍ଟା ଭିଡ଼ିଲେ କନ୍ଧ ଗୌଡ଼ ସେବାସମିତି

କନ୍ଧମାଳ ଜିଲାରୁ କରୋନାକୂ ସମୂଳେ ବିନାଶ କରିବାକୁ ଅଣ୍ଟା ଭିଡ଼ିଲେ କନ୍ଧ ଗୌଡ଼ ସେବାସମିତି

ରିପୋର୍ଟ: ଜଗଦୀଶ ଦାସ //
ଫୁଲବାଣୀ (୨୫/୦୩): ଆଜି କନ୍ଧ ଗୌଡ଼ ସେବାସମିତିର ସଭାପତି ଶ୍ରୀ ପ୍ରେମାନନ୍ଦ ମାଝୀଙ୍କ ନେତୃତ୍ୱରେ କନ୍ଧମାଳ ଜିଲାରୁ ଅତି ଭୟଙ୍କର କରୋନା ଦାଉରୁ ନିଜ ଅଞ୍ଚଳବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ ସଂଗଠନର କର୍ମକର୍ତା ମାନଙ୍କୁ ନେଇ ମଣି ପଦର, ଶାନ୍ତିନଗର, କ ନୂଆଗାଁ ବ୍ଲକର ସାରଙ୍ଗଡ଼ ଗ୍ରାମ ପଂଚାୟତର ଦାସୀଗୁଡା ଗ୍ରାମରେ ଘରକୁ ଘର ବୁଲି ସାବୁନ ଓ ମାକ୍ସ ବାଣ୍ଟି ସଚେତନତା ବାର୍ତ୍ତା ବାଣ୍ଟି ଥିଲେ |

ଏତଦ ସହିତ କନ୍ଧଗୌଡ଼ ସେବାସମିତିର ଉପଦେଷ୍ଟା ବରିଷ୍ଠ ଆଇନଜୀବି ସମାଜ ସମାଜସେବୀ ଶ୍ରୀ ସତ୍ୟନାରାୟଣ ବେହେରା ମଧ୍ୟ କନ୍ଧଗୌଡ଼ ସାମାଜିକ ସଂଗଠନର କର୍ମକର୍ତ୍ତା ମାନଙ୍କ ସହ ମିଶି ଜନସାଧାରଣଙ୍କୁ ସାବୁନରେ ୧୫/୨୦ସେକେଣ୍ଡ ପର୍ଯ୍ୟନ୍ତ ଦିନକୁ ଅନ୍ତତଃ ୬ /୭ଥର ହାତ ଧୋଇ ମାକ୍ସ ବ୍ୟବହାର କରିବାପାଇଁ ପରାମର୍ଶ ଦେଇଥିଲେ | ବର୍ତ୍ତମାନ ଜିଲ୍ଲାରେ ପ୍ରଶାସନ ପଦକ୍ଷେପକୁ ଆଧାର କରି କେତେକ ସାମାଜିକ ସଂଗଠନ ମାନେ ମଧ୍ୟ କରୋନା ଦାଉରୁ ନିଜକୁ ପରିବାରକୁ ଓ ନିଜ ଅଂଚଳବାସୀଙ୍କୁ ସୁରକ୍ଷା ଦେବାପାଇଁ ନିଜେ ନିଜେ ଅଣ୍ଟା ଭିଡି କାର୍ଯ୍ୟକ୍ରମ ଆରମ୍ଭ କରିବା ଦେଖାଯାଉଛି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜନ୍ମରୁ ଅନ୍ଧ, ପୁଣି ସ୍ତ୍ରୀ ଶଯ୍ୟାଶାୟୀ, ମୁଣ୍ଡ ଗୁଞ୍ଜିବା ପାଇଁ ବାରଦୁଆର-ପ୍ରଶାସନର ଦୃଷ୍ଟି ପଡୁ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (୦୬/୦୮): ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ରାଜବୋଡାସମ୍ବର ବ୍ଲକ ବୁଡେନ ଗ୍ରାମପଂଚାୟତ ଅନ୍ତର୍ଗତ ସିଲେଟପାଲି ଗ୍ରାମର ରଘୁ ନାଗର ଏକ ଦୁଃଖଦ କାହାଣୀ । ଜନ୍ମ...

ବନ୍ଧୁଗାଁ ରେ ବିଭିନ୍ନ କାର୍ଯ୍ୟାଳୟରେ ନିରବ ପ୍ରର୍ଥନ ସହ ଶପଥ ପାଠ ଅନୁଷ୍ଠିତ

ରିପୋର୍ଟ: ମିନା ବେହେରା // ବନ୍ଧୁଗାଁ (ତା୫:୮:୨୦): ବନ୍ଧୁଗାଁ ବ୍ଲକଠାରେ ଆଜି ପୋଲିସ ବିଭାଗର ସମସ୍ତ ଅଧ8କାରୀ,ଅଗ୍ନିଶମ ବିଭାଗର ସମସ୍ତ ଅଧିକାରୀ ଓ ବନ ବିଭାଗର ରେଞ୍ଜର କାର୍ଯ୍ୟାଳୟର ସମସ୍ତ ଅଧିକାରୀଙ୍କ ଉପିସ୍ତିତରେ ଆଜି...

ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନ ଅବସରରେ ବୋରିଗୁମ୍ମା ଭା.ଜ.ପା.ତରଫରୁ ହୋମ ଓ ପୂଜାପାଠ

ରିପୋର୍ଟ : ରବିଶଙ୍କର ମହାପାତ୍ର // କୋରାପୁଟ(୦୫/୦୮): ଆଜି ପୂର୍ବାହ୍ନରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ଶ୍ରୀରାମ ମନ୍ଦିର ପରିସରରେ ଭାରତୀୟ ଜନତା ପାର୍ଟି ତରଫରୁ ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନ ଉପଲକ୍ଷେ ସାମାଜିକ...

ଆନ୍ତର୍ଜାତୀକ ସ୍ତରରେ ଗଙ୍ଗାଧର ଜୟନ୍ତୀର ପ୍ରଥମ ୱେବନିଅର, ଦୁବାଇ ପଶ୍ଚିମ ଓଡିଶା କମ୍ୟୁନିଟିର ଆଲୋଚନା ଚକ୍ର

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (୦୬/୦୮): ପବିତ୍ର ଶ୍ରାବଣ ପୁର୍ଣ୍ଣିମା ଦିବସରେ ୟୁଏଇ ଅନ୍ତର୍ଗତ ଦୁବାଇରେ ଡିଜିଟାଲାଇଜେସନ ଭାବରେ ପ୍ରଥମ ଥର ପାଇଁ ଗଙ୍ଗାଧର ଜୟନ୍ତୀ ପାଳିତ ହୋଇଯାଇଛି । ପଶ୍ଚିମ...

Recent Comments

%d bloggers like this: