Tuesday, September 29, 2020
Home Corona Virus Awereness କରୋନା ପାଇଁ ଜନତା କର୍ଫ୍ୟୁକୁ ସମର୍ଥନ, ପଦ୍ମପୁର

କରୋନା ପାଇଁ ଜନତା କର୍ଫ୍ୟୁକୁ ସମର୍ଥନ, ପଦ୍ମପୁର

ରିପୋର୍ଟ: ଡିଳେଶ୍ୱର ବାଗ //
ପଦ୍ମପୁର (୨୨/୦୩): ସାରା ବିଶ୍ବକୁ ଏବେ କରୋନା ଭୂତାଣୁ ଭୟ । କରୋନା କୁ ଦମନ କରିବା ପାଇଁ ବିଭିନ୍ନ ସଚେତନତା ପଦକ୍ଷେପ ନିଆଯାଇଛି ।

ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଜନତା କର୍ଫ୍ୟୁ ଆହ୍ବାନକୁ ସମଗ୍ର ଭାରତ ବର୍ଷ ସମର୍ଥନ କରିଛନ୍ତି । ସେହି କ୍ରମରେ ପଦ୍ମପୁର ଉପଖଣ୍ଡର ଜନସାଧାରଣ ମଧ୍ୟ ଜନତା କର୍ଫ୍ୟୁ ଆହ୍ବାନ କୁ ସମର୍ଥନ କରି ଆଜି ସକାଳ ୭ଟାରୁ ପଦ୍ମପୁର, ପାଇକମାଲ, ଝାରବନ୍ଧ,ଗାଇସିଲାଟ ଅଞ୍ଚଳର ସମସ୍ତ ଦୋକାନ ବଜାର ବନ୍ଦ କରିଛନ୍ତି । ଜରୁରୀ କାମ ନ ହେଲେ କୌଣସି ବ୍ୟକ୍ତି ଘରୁ ବାହାରୁ ନାହାନ୍ତି । କେବଳ ଜରୁରୀ କାଳୀନ ସେବା ବ୍ୟତୀତ ସମସ୍ତ ଦୋକାନ ବଜାର , ଯାନବାହନ ବନ୍ଦ ରହିଛି

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ମହିଳା ସଶକ୍ତିକରଣ ଆୱାର୍ଡରେ ସଂମ୍ମାନିତ ରିତାରାଣୀ ମିଶ୍ରଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡା(୨୮/୦୯): ଭାରତୀୟ ମହିଳା ଅଲମ୍ପିକ ଆସୋସିଏସନ ତରଫରୁ ଯେ, କୌଣସି କର୍ମଜୀବି ମହିଳା ଯେ, କୌଣସି ସାମାଜିକ କାର୍ଯ୍ୟରେ ପାରଙ୍ଗମ ଥିବେ ଓ ସେମାନଙ୍କର ପ୍ରମାଣ ପତ୍ରକୁ...

ମିଳିତ ସାମ୍ବାଦିକ ମଞ୍ଚ ପକ୍ଷରୁ ବନ୍ଧୁମିଳନ କାର୍ଯ୍ୟକ୍ରମ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ମୁନିଗୁଡା,ରାୟଗଡା (୨୮/୦୯): ଆଜି ମୁନିଗୁଡା ଵ୍ଲକର ମିଳିତ ସାମ୍ବାଦିକ ମଞ୍ଚ ପକ୍ଷରୁ କୁଟ୍ରାଗଡଠାରେ ବନ୍ଧୁ ମିଳନ ସହ ନୈଶ୍ୟ ଭୋଜିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି...

ପଦ୍ମପୁର ୭ ଦିନ ସଟଡାଉନ ଉଦେଶ୍ୟ କଣ ?

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୨୮/୦୯): ବର୍ତ୍ତମାନ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାକୁ ଦେଖି ଲୋକେ ଭୟବିତ ଥିବା ବେଳେ, ରାଜ୍ୟ ସରକାର କିନ୍ତୁ...

ଗୋଣ୍ଡୱାନା ଗୋଣ୍ଡ ମହାସଭା ଝରିଗାଁ ଶାଖାର ପ୍ରସ୍ତୁତି ବୈଠକ

ରିପୋର୍ଟ: ତ୍ରିନାଥ ଧୁରୁଆ // ଝରିଗାଁ (୨୮.୦୯.୨୦୨୦) କରନା ମହାମାରୀମକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ବାଣୁଆଗୁଡ଼ା ପଞ୍ଚାୟତ ଦେଉଳକୁନା ଶୈବ ପୀଠ ଠାରେ ଗୋଣ୍ଡୱାନା ଛାତ୍ର ସଂଘ (ଝରିଗାଁ) ଓ...

Recent Comments

%d bloggers like this: