୨୧ ତମ ଅନ୍ତ ଜିଲ୍ଲା ସେପକ ଟାକ୍ର ଚାମ୍ପିଅନ ସିପରେ ଭାଗ ନେଇ ରାୟଗଡା ଜିଲ୍ଲା ଚାମ୍ପିଅନ

0
195
୨୧ ତମ

ରିପୋର୍ଟ : ନରୋତ୍ତମ ପାଢ଼ୀ
ରାୟଗଡା, (୨୫/୦୩) : ୨୧ ତମ ଅନ୍ତ ଜିଲ୍ଲା ସେପକ ଟାକ୍ର ଚାମ୍ପିଅନସିପରେ ଭାଗ ନେଇ ରାୟଗଡା ଜିଲ୍ଲା ଚାମ୍ପିଅନ ହୋଇଥିଲେ ସେଥିରୁ ୩ ଖେଳାଳି ମାନନୀତ ହୋଇ ଜାତୀୟ ସ୍ତରରେ ଖେଳିବେ ।WhatsApp Image 2023 03 24 at 21.03.34 ୨୧ ତମ ଅନ୍ତ ଜିଲ୍ଲା ସେପକ ଟାକ୍ର ଚାମ୍ପିଅନ ସିପରେ ଭାଗ ନେଇ ରାୟଗଡା ଜିଲ୍ଲା ଚାମ୍ପିଅନ

୨୧ ତମ ଅନ୍ତ ଜିଲ୍ଲା ସେପକ ଟାକ୍ର ଚାମ୍ପିଅନସିପରେ ଭାଗ ନେଇ ରାୟଗଡା ଜିଲ୍ଲା ଚାମ୍ପିଅନ । ଚଳିତ ମାସ ୨୫ ରୁ ୨୯ ପୁରୀ ଠାରେ ପ୍ରଶିକ୍ଷଣ ଶିବିର ରେ ଜଗଦାନ ଦେବେ ଓ ଆସନ୍ତା ୩୦ ତାରିଖରେ ମହାରାଷ୍ଟ୍ରର ନାଗପୁର ଠାରେ ୩୩ ଜାତୀୟ ସ୍ତରୀୟ ସିନିୟର sepak takraw ଚାମ୍ପିଅନସିପ ଖେଳିବେ ୩ ବିସମ କଟକ ଖେଳାଳି ୧. ଦୀପସୁନ ଖୋର ୨. ଆକାଶ ରେଡି ୩. ମାଳୟକାନ୍ତ ନାୟକ ସ୍ଥାନୀୟ ରାୟଗଡ଼ା ଜିଲ୍ଲା ପ୍ରଶିକ୍ଷକ ମନୋଜ କୁମାର ପ୍ରଧାନୀ ଙ୍କ ତତ୍ତ୍ବାଧନା ଦଳ ନାଗପୁର ଗସ୍ତ କରିବେ । ରାଜ୍ୟ ସେପକ ଟାକ୍ର ସଂଘର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ପୃଥ୍ୱୀରାଜ ସାହୁ ସୂଚନା ଦେଇଛନ୍ତି ।