ବିଶ୍ଵ ଯକ୍ଷ୍ମା ଦିବସ ରମଣାକୁପୁଲି ବିଦ୍ୟାଳୟ ପରିସରେ ଅନୁଷ୍ଠିତ

0
126
ବିଶ୍ଵ ଯକ୍ଷ୍ମା ଦିବସ

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୨୪/୩) : ବିଶ୍ଵ ଯକ୍ଷ୍ମା ଦିବସ ରମଣାକୁପୁଲି ବିଦ୍ୟାଳୟ ପରିସରେ ଅନୁଷ୍ଠିତ ହୋଇଯାଇଛି । ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ କୁଟୁରାଗଡ ପଞ୍ଚାୟତ ଅଧୀନ ରେ ଥିବା ରମଣକୁପୁଲି ବିଦ୍ୟାଳୟ ପରିସରରେ ଏକ ଯକ୍ଷ୍ମା ରୋଗ ବିଷୟ ଉପରେ ଆଲୋଚନା କରାଯାଇଥିଲା ।WhatsApp Image 2023 03 24 at 14.41.26 ବିଶ୍ଵ ଯକ୍ଷ୍ମା ଦିବସ ରମଣାକୁପୁଲି ବିଦ୍ୟାଳୟ ପରିସରେ ଅନୁଷ୍ଠିତ

ବିଶ୍ଵ ଯକ୍ଷ୍ମା ଦିବସ ଅବସରରେ ଯକ୍ଷ୍ମା ରୋଗର ନିବାରକ ପାଇଁ କି ପଦକ୍ଷେପ ସରକାର ତରଫରୁ କ’ଣ ସୁବିଧା ଯୋଗାଇ ଦିୟା ଯିବା ଉପରେ କୁଟ୍ରାଗଡ ANM ଶ୍ରୀମତୀ ବ୍ରୋଜସରି ଖାଦଙ୍ଗା ବୁଝାଇ କହିଥିଲେ । ମାସିକ ୫୦୦ଟଙ୍କା ସହ ବିଭିନ୍ନ ପ୍ରକାର ଔଷଧ ମଧ୍ୟ ବ୍ୟବହାର କରି ସେହି ରୋଗ କୁ ନିବାରଣ କରି ପାରିବେ ବୋଲି ବୁଝାଇ କହିଥିଲେ । ଏହି କାର୍ଯ୍ୟକ୍ରମ ରେ ସମସ୍ତ ଆସା କର୍ମୀ, ନମିତା ପିଡି କାକା, ଦେଇ କିଲାକା, ପ୍ରଣିତା ପାତ୍ର, ଭଗବତୀ ପିଡିକାକା, mphw (ପୁ) ଶ୍ରୀ ଦୀପକପଟ୍ଟନାୟକ, ବିଷମ କଟକ ସୁଶ୍ରୀ ଆରଚନା କୁମାରୀ ରଣା, ମନ୍ନମଥ ରାଉତ, ଅନିତା ପିଡି କାକା, aw ଚମ୍ପା ବତି ନାୟକ, ନରୋତ୍ତମ ପାଢ଼ୀ, କୁନି ପିଡିକାକା, ଜାନକୀ ପି ଡି କାକା, କୁନ୍ତୀ ବିଭାର, ପୂଷପ ଲତା ବିଭାର ପ୍ରସବତି ମହିଳା ଓ ମା ମନେ ଉପସ୍ଥିତ ରହି ଥିଲେ । କୁଟ୍ରା ଗଡ଼ ଜିପି ରେ ଏକ ଭିନ୍ନ ଜଖମ୍ମା ରୋଗୀକୁ ପୁତ୍ର ରୁପେ ଗ୍ରହଣ କରି ଶ୍ରୀମତୀ ବ୍ରୋଜାସରି ଖଡାଣଙ୍ଗ ଡେରେଡେକା ଗ୍ରାମ ର ହଗୁରୁ ତୁଇକାକାକୁ ମାସିକ ଖାଦ୍ୟ ଓ ଯାବତୀୟ ଜିନିଷ ପତ୍ର ଏବଂ ଦୀପକ ପଟନାୟକ ମାଳି ଡେପା ଗୁଡା ଗ୍ରାମ ର ନରେନ୍ଦ୍ର କନ୍ଧ ପାଣି କୁ ମାସିକ ଖାଦ୍ୟ ଔଷଧ ପ୍ରଦାନ କରିଥିଲେ ।