ଟିକାବାଲି ବନ୍ୟାଞ୍ଚଳ ବିଭାଗ ର ଜଙ୍ଗଲ ନିଆଁ ସଚେତନତା ଶିବିର ଅନୁଷ୍ଠିତ 

0
117
ଟିକାବାଲି

ରିପୋର୍ଟ : ଜଗଦୀଶ ଦାଶ
କନ୍ଧମାଳ, (୨୦/୦୩) : ଟିକାବାଲି ବନ୍ୟାଞ୍ଚଳ ବିଭାଗ ର ଜଙ୍ଗଲ ନିଆଁ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି ।

କନ୍ଧମାଳ ଜିଲ୍ଲା ଟିକାବାଲି ବନ୍ୟାଞ୍ଚଳ କାର୍ଯ୍ୟାଳୟ ଅନୁଷ୍ଠିତ ହୋଇଥିଲା ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚକାପାଦ ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ବ୍ୟନେତ୍ରି କହଁର ଟିକାବାଲି ବ୍ଳକ ଅଧ୍ୟକ୍ଷ ଶ୍ରୀ ଦିଲିପ କହଁର ଯୋଗ ଦେଇଥିଲେ ବନ୍ୟାଞ୍ଚଳ ଅଧିକାରୀ ଶ୍ରୀ ବିନ୍ଦୁ ପ୍ରସାଦ ପ୍ରଧାନ ବନ୍ୟାଞ୍ଚଳ ଶ୍ରୀ ଶ୍ରୀଧର ସାହୁ ବନ୍ୟାଳ ଶ୍ରୀ ଅମରେନ୍ଦ୍ର କହଁର ବନରକ୍ଷୀ ଅରୁଣ କୁମାର ପାତ୍ର ବନରକ୍ଷୀ ବିକାଶ ବିଷୟି ରୁକ୍ମିଣୀ କହଁର ବନପାଳ ଶ୍ରୀମତୀ ନମିତା ସାହୁ ଆମ ଜଙ୍ଗଲ ସଂଜଯଗ ସଞ୍ଜୟ କୁମାର ପଟ୍ଟନାୟକ ଏହି ଶିବିର ରେ NGO ସଂସ୍ଥାର କର୍ମକର୍ତ୍ତା ଏବଂ ବିଭିନ୍ନ ଅଞ୍ଚଳର ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାଆ ମାନେ ଯୋଗଦାନ ଦେଇଥିଲେ ଆମ ଅଞ୍ଚଳରେ ନିଆଁ ଲାଗିଲେ କେମିତି ଆମେ ନିଆଁ କୁ ଆୟତ କରିବା ଏବଂ ସଚେତନତା ହେବା ଜଙ୍ଗଲ ରେ ବିଭିନ୍ନ ପଶୁ ପକ୍ଷୀ ବସବାସ କରୁଥିବା ନିଆଁ ଲଗାଇ ପୂର୍ବରୁ ପ୍ରଥମେ ଜୀବଜନ୍ତୁ ପ୍ରତି ପରୀକ୍ଷି ଦେଖି ନେବା ଜରୁରୀ ବୋଲି ଆଜିର କାର୍ଯ୍ୟକ୍ରମ ରେ ସଚେତନତା ଦିଆଯାଇଥିଲା ଜଙ୍ଗଲ ରେ ନିଆଁ ଲାଗିଲେ ଆମେ ସମସ୍ତେ ଜଗି ରଖି ମିଳିମିଶି ନିଆଁ କୁ ଆୟତ କରିବା ଏବଂ ନିଆଁ ଦାଉରୁ କେମିତି ରକ୍ଷା ପାଇବା ସେଇ ବିଷୟରେ ସୂଚନା ଦେଇଥିଲେ ।