Thursday, March 28, 2024

Top 5 This Week

Related Posts

ପୋଖରୀରେ ବୁଡି ୨ ଶିଶୁ ମୃତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆପଡ଼ା, (୧୭/୦୩) : ନୂଆପଡ଼ା ସିନାପାଲି ଚଉଁରା ଗାଁ’ରେ ଅଭାବନୀୟ ଘଟଣା । ପୋଖରୀରେ ବୁଡି ୨ ଶିଶୁ ମୃତ । ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ବୁଡି ଯାଇ ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଛି ।

ପରିବାର ଲୋକେ ଉଭୟ ଶିଶୁଙ୍କୁ ମେଡିକାଲ ନେଇ ଯାଇଥିବା ବେଳେ ଡାକ୍ତର ସେଠାରେ ମୃତ ଘୋଷଣା କରିଛନ୍ତି । ଦୁଇ ଶିଶୁଙ୍କ ଅକାଳ ବିୟୋଗକୁ ନେଇ ଗାଁ’ରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଶିଶୁଙ୍କ ପରିବାରକୁ ସରକାରୀ ସ୍ତରରେ ସହଯୋଗ ପାଇଁ ଦାବି ହୋଇଛି ।

Popular Articles