Wednesday, September 23, 2020
Home headline ଉତ୍କଳ ଆଲୁମିନା ତରଫରୁ ଗ୍ରାମୀଣ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଉତ୍କଳ ଆଲୁମିନା ତରଫରୁ ଗ୍ରାମୀଣ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ରିପୋର୍ଟ: ଅମୁଲ୍ୟ ନିସଙ୍କ //
ରାୟଗଡା(୦୨/୦୩): ରାୟଗଡା ଜ଼ିଲ୍ଲା ଅନ୍ତର୍ଗତ ଉତ୍କଳ ଆଲୁମିନା କମ୍ପାନୀ ର ବାଫିଲମାଳି ଖଣି ଅଂଚଳର ପରିପାର୍ଶ୍ଵିକ ଗ୍ରାମଗୁଡିକର ଯୁବପିଢ଼ି ମାନଙ୍କ ମଧ୍ୟରେଏକତା ରକ୍ଷା କରିବାକୁ ଯାଇ ଉତ୍କଳ ଆଲୁମିନା ତରଫରୁ ଏକ ଭଲିବଲ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଥିଲା |

ଉକ୍ତ ଟୁର୍ଣ୍ଣାମେଣ୍ଟରେ ୧୬ଗୋଟି ଟିମ ଯୋଗଦାନ କରିଥିଲେ | ଏବଂ ୨୫/୦୨ ରୁ ଆରମ୍ଭ ହୋଇ ୨୮/୦୨/୨୦୨୦ତାରିଖରେ ସମାପ୍ତ ହୋଇଥିଲା | ଉକ୍ତ ଟୁର୍ଣ୍ଣାମେଣ୍ଟର ଉଦ୍ଯାପନୀ ଉତ୍ସବରେ ଏନ ନାଗେଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟର ବିଜେତା ଓ ରନର୍ସ ଅପଙ୍କୁ ପୁରସ୍କାର ପ୍ରଦାନ କରିବା ସହିତ ଆୟୋଜକ ଓ ପାରିପାର୍ଶିକ ଯୁବପିଢିଙ୍କୁ ଭୁୟସୀ ପ୍ରଶଂସା କରିଥିଲେ | ଏହି ବ୍ଲକସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଅନ୍ୟମାନଙ୍କ ମଧ୍ୟରେ ଆଇ.ଆଇ.ସି.ଶ୍ରୀଯୁକ୍ତ ତପନ ମହାଳିକ, ଶ୍ରୀଯୁକ୍ତ ସୁକାନ୍ତ ମହାପାତ୍ର, ଶ୍ରୀଯୁକ୍ତ ସୁଧୀର ନାଏକ, ଶ୍ରୀଯୁକ୍ତ ତାରିଣୀ ସାହୁ, ଶ୍ରୀଯୁକ୍ତ ପ୍ରଶାନ୍ତ ସିଂ ଙ୍କ ସମେତ ପଞ୍ଚୟତ ସ୍ତରୀୟ ନେତାମାନେ ଯୋଗଦାନ କରିବା ସହିତ ଉତ୍କଳ ଆଲୁମିନାର ଆଯୋଜକଙ୍କୁ ଭୁୟସୀ ପ୍ରଶଂସା କରିଥିଲେ | ସ୍ଥାନୀୟ ବିଡ଼ିଓ ଉତ୍କଳ ଆଲୁମିନାର ଏପ୍ରକାର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଧାରଣା

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର,ତା ୨୩ ୵ ୯ ୵ ୨୦):ପଦ୍ମପୁର ଉପଖଣ୍ଡ ରାଜଵୋରାସମ୍ବର କୃଷକ ସଙ୍ଗଠନ ପକ୍ଷରୁ ଆଜି ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ପାଇକମାଲ ବ୍ଲକ...

ବାପା ମାଙ୍କ ମୃତ୍ୟୁ ପରେ ଏକ ମାତ୍ର ପୁଅ ସୁଶାନ୍ତ ବର୍ତ୍ତମାନ ଅସାଧ୍ୟ ରୋଗରେ

ରିପୋର୍ଟ: ରାକେଶ ମହାରଣା // ଖଲିକୋଟ (୨୧/୦୯): ସୁଶାନ୍ତ ସ୍ୱାଇଁ, ଜଣେ ଶାନ୍ତଶିଳ ମଣିଷ | ବାପା ମାଙ୍କ ମୁର୍ତ୍ୟୁ ପରେ ବଂଶ ରକ୍ଷା ଦାୟିତ୍ୱ ତାଙ୍କ ଉପରେ |ଘରର ଏକୋଇର ବୋଳା ସୁଶାନ୍ତ,...

ସରକାରୀ ଜମି ଜବର ଦଖଲ ଏବଂ ଅଭିଯୋଗକାରୀଙ୍କୁ ନାଲି ଆଖି, ପ୍ରଶାସନ ଚୁପ

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର,ତା୨୨ ୵ ୯୵ ୨୦୨୦): ପଦ୍ମପୁର ଉପଖଣ୍ତ ସଦରମହକୁମା ଏନ.ଏ.ସି ଅଧିନସ୍ଥ ବ୍ରାହ୍ମଣୀ ବନ୍ଧ ବହୁ ଦିନ ଧରି ଜରାଯିର୍ଣ ଅବସ୍ଥାରେ ପଡିଥିବା ବେଳେ ବର୍ତମାନ...

ଗରିବ ଆଦୀବାସୀ ଝିଅକୁ କଲେଜରେ ଆଡ୍‌ମିଶନ ସହଯୋଗ ମିଳିଲା

ରିପୋର୍ଟ - ନିରୋଜ କୁମାର ପାଣୀ // ବରଗଡ଼ ,ତା ୨୨ ୵ ୯ ୵ ୨୦): ଶିକ୍ଷାଲାଭ କରିବା ପ୍ରତ୍ୟେକ ମଣିଷର ଏକ ମୌଳିକ ଅଧିକାର । ମାତ୍ର ପରିସ୍ଥିତି ଅନେକ ଙ୍କୁ...

Recent Comments

%d bloggers like this: