Thursday, March 28, 2024

Top 5 This Week

Related Posts

ଗଜପତି ବିଜେଡି ର ନୂଆ ଟିମ ରେ କାଶୀନଗର ଏନ ଏ ସି ଓ ବ୍ଲକ ରୂ ୮ ନୂଆ ମୁହଁ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୫/୩) : ଗଜପତି ଜିଲ୍ଲା ବିଜେଡି ର ପୁନର୍ଗଠନ ହୋଇଛି ।WhatsApp Image 2023 03 05 at 15.21.29 ଗଜପତି ବିଜେଡି ର ନୂଆ ଟିମ ରେ କାଶୀନଗର ଏନ ଏ ସି ଓ ବ୍ଲକ ରୂ ୮ ନୂଆ ମୁହଁ

ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ତଥା ମିଡ଼ିଆ ସେଲ ମୁଖ୍ୟ ଙ୍କ ଦସ୍ତଖତ ତହସି ଏକ ଚିଠି ଆସିବା ପରେ ଗଜପତି ଜିଲ୍ଲା ରେ ବିଜେଡି ର ପୁନର୍ଗଠନ ହୋଇଛି । ସରପଞ୍ଚ ତଥା ଯୁବ ନେତା ଓ ଜଣେ ଭଲ ସଂଗଠକ ଭାବେ ଶ୍ରୀ ଅଖିଳ କୁମାର ପାତ୍ର ଙ୍କୁ ବ୍ଲକ ସଭାପତି, ବିଜେପି ଛାଡି ଗତ ପୌର ନିର୍ବାଚନ ରେ ଦଳ ରେ ମିଶିଥିବା ରକମ ଚେଲାସପାତି ଙ୍କ କାଶୀନଗର ଟାଉନ ବିଜେଡି ସଭାପତି, ଜିଲ୍ଲା ଉପ ସଭାପତି ଭାବେ ଏନ ଏ ସି ଉପାଧ୍ୟକ୍ଷ୍ୟ ଥିବା ରଘୁରାମ ସାହୁ ଙ୍କୁ ରକମ ରାମ ପ୍ରସାଦ (ଜ୍ୟୋତି ) ଙ୍କୁ ବ୍ଲକ ସଭାପତିରୁ ଜିଲ୍ଲା ଉପ ସଭାପତି, ସୁମନ୍ତ ସିଂତଡା ଓ ରକମ ସତୀଶ ଙ୍କ ଜିଲ୍ଲା ସାଧାରଣ ସମ୍ପାଦକ, ଶ୍ରୀ କେ ଜୀବରତ୍ନ ଓ ଏସ ଭାସ୍କର ଙ୍କୁ ଜିଲ୍ଲା ସମ୍ପାଦକ ଓ ଶ୍ରୀ ତ୍ରିନାଥ ନାୟକ ଙ୍କୁ ଜିଲ୍ଲା ଯୁଗ୍ମ ସମ୍ପାଦକ ଦାଇତ୍ୱ ମିଳିଛି । ଏମାନେ ସାମ୍ୱଦଟାଏ ସାଂସଦ ଚନ୍ଦ୍ର ଶେଖର ସାହୁ ହାଇଟେକ ଅଧ୍ୟକ୍ଷ ଶ୍ରୀ ତିରୁପତି ପାଣିଗ୍ରାହୀ, ଜିଲ୍ଲା ପରିସଫା ଅଧ୍ୟକ୍ଷ ଶ୍ରୀ ଟ୍ୱିଟୁପାତି ରାଓ, ଜିଲ୍ଲା ପ୍ରହ୍ୟବେକ୍ଷକ ତଥା ମାନ୍ୟବର ମସନ୍ତ୍ରୀ ଅତନୁ ସବ୍ୟସାଚୀ ଓ ଦଳ ର ସଭାପତି ଶ୍ରୀ ନବୁନି ପଟନାୟକ ଙ୍କୁ କୃତଜ୍ଞ୍ୟାତ ଜଣାଇଛନ୍ତି ।

Popular Articles