ଅଦ୍ଵିକା ଦିବସ ପାଳିତ

0
128
ଅଦ୍ଵିକା ଦିବସ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୫/୦୩) : ଆଜି କାଶୀନଗର ବ୍ରାହ୍ମଣ ସାହି ଅଙ୍ଗନବାଡି କେନ୍ଦ୍ର ରେ ଅଦ୍ଵିକା ଦିବସ ପାଳିତ ହୋଇଯାଇଛି ।WhatsApp Image 2023 03 04 at 18.34.56 ଅଦ୍ଵିକା ଦିବସ ପାଳିତ

କିଶୋରୀ ବାଳିକା ମାନେ ଯେଭଳି ପୃଷ୍ଟି ହୀନତା ର ଶିକାର ନ ହୁଅନ୍ତି ସେଥିପାଇଁ ବିଭିନ୍ନ ଅଙ୍ଗନବାଡି ବାଡି କେନ୍ଦ୍ର ରେ କିଶୋରୀ ମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଓ ପୃଷ୍ଟିକର ଖାଦ୍ୟ ବଣ୍ଟନ କରାଯାଉଛି, ସେ ନେଇ ଆଜି ବ୍ରାହ୍ମଣ ସାହି କେନ୍ଦ୍ର ରେ ୱାର୍ଡ ୭,୮,୬, ରେ ଥିବା କର୍ମୀ, କିଶୋରୀ ଏହି ଅଦ୍ଵିକା ଦିବସ ତଥା ପୋଷଣ ମେଳାରେ ଯୋଗ ଦେଇଥିଲେ । ଏମାନଙ୍କ ପଶିଣ ବିଭିନ୍ନ ପ୍ରତି ଯୋଗିତା କରି ପୁରସ୍କୃତ କରାଯାଇଥିଲା । ଏନ ଏ ସି ଅଧ୍ୟକ୍ଷା ଏମ ସୁଧାରାଣୀ, ଉପାଧ୍ୟକ୍ଷ୍ୟ ଶ୍ରୀ ରଘୁରାମ ସାହୁ, ବିଭିନ୍ନ ୱାର୍ଡ ର ଜନ ପ୍ରତିନିଧି ଯୋଗ ଦେଇଥିଲେ । ଅଙ୍ଗନବାଡି କର୍ମୀ ଶାନ୍ତିଲତା ଚୌଧୁରୀ ଏହି କାର୍ଯ୍ୟକ୍ରମ ଙ୍କୁ ପରିଚାଳନା କରିଥିଲେ ।